ରୂପାର ମୟୂର ପ୍ରତୀମାକୁ ଘରେ ରଖିଲେ.....
ଘରକୁ ଟିକେ ଡିଫରେଣ୍ଟ ଲୁକ୍ ଦେବା ପାଇଁ କେହି କେହି ଘରେ ମୟୂର ପ୍ରତୀମା ରଖିଥାନ୍ତି । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ କେଉଁ ଧାତୁର ମୟୂର ପ୍ରତୀମା ରଖୁବା ଶୁଭ ହେବା ସହ ଏହା କି ସୁଫଳ ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ...
ସୌଭାଗ୍ୟ, ସମୃଦ୍ଧି ତଥା ସକାରାତ୍ମକ ଊର୍ଜାର ପ୍ରତୀକ କୁହାଯାଉଥିବା ମୟୂର ପ୍ରତୀମାକୁ ଘରେ ରଖିଲେ ଐଶ୍ୱର୍ଯ୍ୟ ବୃଦ୍ଧି ହୁଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ବିଶେଷକରି ରୂପାରେ ତିଆରି ମୟୂର ପ୍ରତୀମା ଘର ପାଇଁ ବହୁତ ଶୁଭ ହୋଇଥାଏ ।
ଏହା ଘରେ ସକାରାତ୍ମକ ଊର୍ଜାର ସଞ୍ଚାର କରିବା ସହ ଘରର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଭଲପାଇବାକୁ ବଢାଇଥାଏ।

ଘରର ଅନେକ ବାସ୍ତୁଦୋଷକୁ ବି ଏହା ଠିକ୍ କରିଥାଏ । ରୂପାର ମୟୂର ପ୍ରତୀମାକୁ ଘରେ ରଖିଲେ ସୁଖ-ସମୃଦ୍ଧି ମଧ୍ୟ ବୃଦ୍ଧିପାଏ । ଅର୍ଥ ସଙ୍କଟ ଦୂର ହୋଇଥାଏ। ଏପରିକି ବାହାଘରରେ ବିଳମ୍ବ ହେଉଥିଲେ ଘରେ ରୂପାର ମୟୂର ପ୍ରତୀମା ରଖିବା ଶୁଭଫଳ ଦେଇଥାଏ।
ପତିପତ୍ନୀଙ୍କ ବେଡ଼ରୁମରେ ରୂପାର ମୟୂର ଯୋଡାଙ୍କର ପ୍ରତୀମା ରଖାଗଲେ, ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ବୋଲି ବିଶ୍ୱାସ। ଯଦି ରୂପାର ପ୍ରତୀମା ରଖିବା ସମ୍ଭବ ହେଉନାହିଁ ତା'ହେଲେ ଆଲୁମିନିୟମରେ ମୟୂର ପ୍ରତୀମା ବି ରଖିପାରିବେ ।
ମୟୂରର ଏହି ପ୍ରତୀମାକୁ ଘରର ଉତ୍ତର-ପୂର୍ବ ଦିଗରେ ରଖିବା ସବୁଠୁ ଶୁଭ ହୋଇଥାଏ। ଦକ୍ଷିଣ-ପୂର୍ବ ଦିଗରେ ବି ରଖାଯାଇପାରେ। ସେହିପରି ମୟୂର ନାଚୁଥିବା ଭଙ୍ଗୀର ପ୍ରତୀମାକୁ ରଖିଲେ ଘରେ ସବୁବେଳେ ଖୁସିର ମାହୋଲ ରହିଥାଏ ବୋଲି ବିଶ୍ୱାସ କରାଯାଏ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications