ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା କରୁଛନ୍ତି କି? ହୋଇପାରେ.....
ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଛୋଟ ଛୋଟ ସମସ୍ୟାକୁ ନେଇ ଅଧିକ ଚିନ୍ତିତ ହୋଇପଡନ୍ତି। ତେବେ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ। ଏହା ବେଳେବେଳେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ
-ଅନେକ ସମୟରେ ଏହି କାରଣ ପାଇଁ ଧ୍ୟାନ କେନ୍ଦ୍ରିତ ହୋଇ ନ ଥାଏ, ଯାହା ଫଳରେ କାମରେ ମନ ଲାଗି ନ ଥାଏ।
-ଅନେକେ କହିଥାନ୍ତି ଚିନ୍ତା କରିବା ଦ୍ୱାରା ଏହାର ପ୍ରଭାବ ସିଧା ତ୍ୱଚା ଉପରେ ପଡିଥାଏ। ଆଖିତଳ ଦାଗ, ମୁହଁ ଶୁଖିଲା ଦେଖାଯିବା ସହ ବ୍ରଣ ସମସ୍ୟା ଆଦି ଦେଖାଯାଇଥାଏ।

-ଏହାର ଅଧିକ ପ୍ରଭାବ ହାର୍ଟ ଉପରେ ପଡିଥାଏ, ଯେଉଁଥିରେ ହାର୍ଟଆଟାକ ଆଶଙ୍କା ଦେଖାଯାଇଥାଏ।
-କେଶ ସମ୍ବନ୍ଧୀୟ ଅନେକ ସମସ୍ୟା ଏହି କାରଣରୁ ଦେଖାଦେଇଥାଏ ବୋଲି ଡାକ୍ତର କହିଥାନ୍ତି, ଯେଉଁଥିପାଇଁ କମ୍ ବୟସରେ କେଶ ଝଡିବା ସହ ଧଳା ହୋଇଯାଇଥାଏ।












Click it and Unblock the Notifications