Get Updates
Get notified of breaking news, exclusive insights, and must-see stories!

ଖାଲି ପେଟରେ ପିଅନ୍ତୁ ପଇଡ଼ ପାଣି, ମିଳିବ ଏହି ସବୁ ଫାଇଦା

ପଇଡ଼ ପାଣି ଆମ ଶରୀର ପାଇଁ ଖୁବ ଲାଭଦାୟକ । ସକାଳୁ ଉଠି ଖାଲି ପେଟରେ ପଇଡ଼ ପାଣି ପିଇବା ଫଳପ୍ରଦ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ ରୋଗ ପ୍ରତିରୋକ ଶକ୍ତି ବଢିବା ସହ ଓଜନ କମ ହୋଇଥାଏ । ଯଦି ଆପଣ ବ୍ୟାୟାମ କରୁଛନ୍ତି, ତେବେ ବ୍ୟାୟାମ କରିବା ପୂର୍ବରୁ ପଇଡ ପାଣି ପିଅନ୍ତୁ । ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଥାଇରଏଡ ହର୍ମୋନକୁ ସନ୍ତୁଳିତ କରିବାରେ ପଇଡ ପାଣି ବହୁତ ଉପକାରୀ ହୋଇଥାଏ। ସକାଳେ ପଇଡ଼ ପାଣି ପିଇବା ଦ୍ୱାରା ଥାଇରଏଡ ହର୍ମୋନ ସନ୍ତୁଳିତ ହୋଇଥାଏ। କିଡନୀକୁ ସୁସ୍ଥ ରଖିବା ପାଇଁ ପଇଡ଼ ପାଣି ଉତ୍ତମ ଅଟେ। କିଡନୀରେ ଷ୍ଟୋନ ହେବାକୁ ମଧ୍ୟ ଦେଇ ନ ଥାଏ।

coconut water

ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ପଇଡ଼ ପାଣି ପିଅନ୍ତୁ । ଏଥିରେ କମ ପରିମାଣରେ କ୍ୟାଲୋରୀ ରହିଛି । ପଇଡ ପାଣି ପିଇବା ଦ୍ୱାରା ଭୋକ କମ ହୋଇଥାଏ । ଏହା ଶରୀରର ଓଜନକୁ କମ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+