ଧନ ସଞ୍ଚୟ, ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

ଯେତେ ରୋଜଗାର କଲେ ବି ପାଖରେ ଟଙ୍କା ରହୁନାହିଁ। ଆର୍ଥିକ ପୀଡ଼ାରେ ଆପଣ ସର୍ବଦା ଚିନ୍ତିତ କିମ୍ବା ଦୁଃଖିତ ରହୁଛନ୍ତି । ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଛୋଟ ଛୋଟ ନିୟମ ରହିଛି ଯାହାକୁ ଆପଣେଇଲେ ଏହି ସମସ୍ୟାର ସମାଧାନ କରିପାରିବେ ।

୧- ଆପଣ ପର୍ସରେ ଏକ ଛୋଟ ଦର୍ପଣ କିମ୍ବା ଆଇନା ଲଗାଇଦିଅନ୍ତୁ ଯେପରି ପର୍ସରେ ରଖିଥିବା ଟଙ୍କାର ଛାଇ ଆଇନା ଉପରେ ପଡୁଥିବ ।

୨- ଗରମ ଓ ଥଣ୍ଡା ଜାତୀୟ ବସ୍ତୁକୁ ଏକାଠି ରଖନ୍ତୁ ନାହିଁ । ଫ୍ରିଜ୍‌ ଉପରେ ମାଇକ୍ରାୱେଭ ,ଓଭନ କିମ୍ବା ଟୋଷ୍ଟର କୁ ରଖନ୍ତୁ ନାହିଁ ।

money

୩-ଟିଭିକୁ ଡାଇନିଂ ରୁମ୍‌ରେ ରଖନ୍ତୁ ନାହିଁ ।

୪-ବେଡ ତଳେ କିଛି ରଖନ୍ତୁ ନାହିଁ । ଅନାବଶ୍ୟକ ସାମଗ୍ରୀ ପଲଙ୍କ ତଳୁ ବାହାର କରିଦିଅନ୍ତୁ ।

୫-ଘରକୁ ସଫା ସୁତୁରା ରଖନ୍ତୁ । ଏପରି କଲେ ଆପଣଙ୍କ ମନ ଖୁସି ରହିବ ଏବଂ ଘରେ ସୁଖ ଶାନ୍ତି ବଜାୟ ରହିଥାଏ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+