ଆପଣାନ୍ତୁ ଏହି ଘରୋଇ ଉପାୟ,ଗୋଟିଏ ସପ୍ତାହ ମଧ୍ୟରେ ରୁପିରୁ ମିଳିବ ମୁକ୍ତି!
କେଶରେ ରୁପି, କୁଣ୍ଡାଇ ହେବା ଏବଂ କେଶ ଝଡିବା ସମସ୍ୟା ଦେଖାଦେବା ସାଧାରଣ କଥା । ଏହି ପରିସ୍ତିତିରେ ଲୋକମାନେ ଶାନ୍ତି ପାଇବା ପାଇଁ ଅନେକ ପ୍ରକାରର ଓ୍ୟୖଷଧ ଓ କେମିକାଲକୁ ବ୍ୟବହାର କରିଥାନ୍ତି କିନ୍ତୁ ଏଥିରୁ ତାଙ୍କୁ କୌଣସି ଫାଇଦା ମିଳି ନଥାଏ । ଆଜି ଆମେ ଆପଣଙ୍କୁ କହିବୁ କିଛି କମାଲ ଘରୋଇ ଉପାୟ ବିଷୟରେ ଯାହାକୁ ଆପଣାଇ ପୁଣି ଥରେ ଏହି ସମସ୍ୟାକୁ ସାମ୍ନା କରିବେ ନାହିଁ ।
ଲେମ୍ବୁ : ରୁପିରୁ ରକ୍ଷା ପାଇବା ପାଇଁ ଲେମ୍ବୁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଜରୁରୀକି' ଆପଣଙ୍କୁ ଏହାର ବ୍ୟବହାର ଠିକ୍ ଭାବରେ କରିବା ଉଚିତ୍ । ଯଦି ଆପଣ ଏହାକୁ ଠିକ୍ ଭାବରେ ବ୍ୟବହାର ନକରିବା ତେବେ ଆପଣଙ୍କର କେଶ ରୁକ୍ଷା ହୋଇଯିବ । ଏହାକୁ ବ୍ୟବହାର କରିବା ପାଇଁ ତେଲରେ ଲେମ୍ବୁକୁ ଭଲଭାବେ ମିଶାଇ କେଶର ମୂଳରେ ଧିରେ ଧିରେ ମାଲିସ୍ କରନ୍ତୁ ଏବଂ ଏହାପରେ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ଏହାପରେ କେଶକୁ ଭଲଭାବେ ଧୋଇ ନିଅନ୍ତୁ ।

ଟି-ଟ୍ରି ତେଲ : ଟି-ଟ୍ରି ତେଲକୁ ଆଣ୍ଟିବାକ୍ଟେରିୟାଲ୍ ଏବଂ ଆଣ୍ଟିବାୟରାଲ ଗୁଣ ଭରି ରହିଥାଏ । ଯାହା ରୁପିର ସମସ୍ୟାକୁ ମୂଳରୁ ମାରିଥାଏ । ଆପଣ ଚାହିଁବେ ତ, ଆପଣଙ୍କ ସାମ୍ପୁରେ କିଛି ଠୋପା ଟି-ଟ୍ରି ତେଲ ମିଶାଇ କେଶକୁ ସାମ୍ପୁ କରିପାରିବେ । ୪ରୁ୫ଥର ଏହିପରି କରିବା ଦ୍ବାରା ରୁପିର ସମସ୍ୟା ଆଉ ରହିବ ନାହିଁ ।
ମେଥି : ମେଥିର ସେବନ ଦ୍ବାରା ଆନେକ ରୋଗରୁ ରକ୍ଷା ମିଳିଥାଏ । ମେଥିରେ ପ୍ରୋଟିନ୍ ଏବଂ ଆମିନୋ ଏସିଡ୍ ଭଲଭାବରେ ରହିଥାଏ ଯାହା କେଶକୁ ସିଳକ୍ ରଖିବାରେ ସାହାଯ୍ୟ କରିଥାଏ । ମେଥି ଖାଇବା ଦ୍ବାରା କେଶ ମୂଳ ମଜଭୁତ ହୋଇଥାଏ । ଏହା ଛଡାର ମେଥିର ପ୍ୟାକ୍ ପ୍ରସ୍ତୁତ କରି ମଧ୍ୟ ଏହାକୁ ବ୍ୟବହର କରିପରିବେ । ଏହା ଆପଣଙ୍କ କେଶ ପାଇଁ ଭଲ କଣ୍ଡିସନରର କାମ କରିଥାଏ ।
ବେକିଙ୍ଗ୍ ପାଉଡର : ବେକିଙ୍ଗ୍ ସୋଡାକୁ ବ୍ୟବହାର କରି ମଧ୍ୟ ଆପଣ ଆପଣଙ୍କ କେଶରୁ ରୁପିକୁ କାଢିପରିବେ । ଏହାର ପେଷ୍ଟ ପ୍ରସ୍ତୁତ କରିବା ପାଇଁ ଏକ ଚାମଚ୍ ବେକିଙ୍ଗି ସୋଡା ନିଅନ୍ତୁ ଏବଂ ଏଥିରେ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏହି ପେଷ୍ଟକୁ କେଶ ମୂଳରେ ଲଗାନ୍ତୁ । ୩ମିନିଟ୍ ପରେ କେଶ ଧୋଇ ନିଅନ୍ତୁ । ବେକିଙ୍ଗ୍ ସୋଡା କେଶର ମଇଳାକୁ ସଫା କରିଥାଏ ଏବଂ କେମିକାଲର ଖରାପ ପ୍ରଭାବକୁ ମଧ୍ୟ ନଷ୍ଟ କରିଥାଏ । ସପ୍ତାହରେ ୧ଟେ ଥର ଏହାର ବ୍ୟବହାରରେ ରୁପିରୁ ରକ୍ଷା ପାଇ ପାରିବେ ।
ଲିମ୍ବ : ଏହା କେଶ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହାର ପତ୍ରକୁ ଭଲଭାବେ ପେସି ଦିଅନ୍ତୁ ଏହାପରେ ସାମ୍ପୁରେ ମିଶାଇ କେଶକୁ ଧୁଅନ୍ତୁ । ଏହି ପକ୍ରିୟାକୁ ସପ୍ତାହରେ ପାଖାପାଖି ୨ଥର କରନ୍ତୁ । କିଛି ପତ୍ରକୁ ପାଣିରେ ପକାଇ ଭଲଭାବେ ଫୁଟାଇ ଦିଅନ୍ତୁ ଏହାପରେ ଏହାକୁ ରାତି ସାରା ଛାଡି ଦିଅନ୍ତୁ । ସକାଳେ ଏହି ପାଣିରେ କେଶକୁ ସାମ୍ପୁ କରନ୍ତୁ ଏହାକୁ ସପ୍ତାହରେ ୩ଥର କରିବା ଦ୍ବାରା ରୁପିରୁ ରକ୍ଷା ପାଇପାରିବେ ।
ଭିନେଗାର : ଭିନେଗାରର ବ୍ୟବହାରରେ ମଧ୍ୟ କୋରୁ ରୁପି କାଢି ହୋଇଥାଏ । ଅଧା ବାଲ୍ଟି ଉଷୁମ୍ ପାଣିରେ ୫ମିଲି.ଲିଟର ଭିନେଗାର ମିଶାନ୍ତୁ । ଏବେ ସାମ୍ପୁ କରନ୍ତୁ ଏବଂ ଏହି ପାଣିରେ କେଶକୁ ଭଲଭାବେ ସଫା କରନ୍ତୁ । ସପ୍ତାହରେ ୨ଥର କରିବା ଦ୍ବାରା ରୁପି ସମସ୍ୟାରୁ ରକ୍ଷା ମିଳିଥାଏ ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications