ଭୀଷଣ ଗରମରେ ଆପଣଙ୍କ ମୋବାଇଲ ସହ କରୁଛନ୍ତି କି ଏପରି ଭୁଲ୍, ହୋଇପାରେ......
ଭୀଷଣ ଗରମ ଓ ତାତି ଆପଣଙ୍କ ଉପରେ ଯେପରି ପ୍ରଭାବ ପକାଇଥାଏ ଆପଣଙ୍କ ଦାମୀ ସ୍ମାର୍ଟଫୋନ୍ ଉପରେ ବି ସେହିପରି ପ୍ରଭାବ ପକାଇଥାଏ । ଯେତେବେଳେ ଏହା ଓଭରହିଟ୍ ହୋଇଯାଏ ସେତେବେଳେ ଏହା କାମ କରିବା ବନ୍ଦ କରିଦିଏ । ତେବେ ଏହା କାହିଁକି ହୋଇଥାଏ ତାହା ଆପଣ ଜାଣନ୍ତି କି ? ଆପଣଙ୍କ ସ୍ମାର୍ଟଫୋନ୍ ଓଭରହିଟ୍ ହୋଇଯିବା ପରେ ସିଷ୍ଟମ ଏହାକୁ ରିଷ୍ଟାର୍ଟ କରିଥାଏ । ଏହି କାରଣରୁ ଆପଣ ଫୋନ୍ର ବ୍ୟବହାର କରି ପାରି ନ ଥାନ୍ତି ।
ଏହି ସମୟ ମଧ୍ୟରେ ଏହାକୁ ଥଣ୍ଡା ହେବାକୁ ସମୟ ମିଳିଥାଏ । ତେବେ ଗରମରେ ଆପଣଙ୍କୁ ନିଜ ସ୍ମାର୍ଟଫୋନ୍ର ବିଶେଷ ଯତ୍ନ ନେବାକୁ ହୋଇଥାଏ । ଏହାଦ୍ୱାରା ଆପଣ ନିଜ ଫୋନ୍କୁ ଖରାପ ହେବାରୁ ରକ୍ଷାକରିପାରିବେ । ଗରମରେ ଝାଳ ବୋହିବା ଏକ ସାଧାରଣ କଥା । ତେଣୁ ଏହି ସମୟରେ ଆପଣ ପକେଟ୍ରେ ସ୍ମାର୍ଟଫୋନ୍ ରଖନ୍ତୁ ନାହିଁ । ତେଣୁ ଆପଣ ଫୋନକୁ ପକେଟ୍ରେ ନୁହେଁ ବ୍ୟାଗରେ ରଖନ୍ତୁ । ଅଧିକ ଗରମ ହୋଇଗଲେ ଆପଣ ଫୋନକୁ କିଛି ସମୟ ପର୍ଯ୍ୟନ୍ତ ବ୍ୟବହାର କରିବା ବନ୍ଦ କରି ଦିଅନ୍ତୁ ।

ଏହାକୁ ଆପଣ ସ୍ୱିଚ୍ ଅଫ୍ ବି କରିପାରିବେ । ଏପରି କରିବା ଦ୍ୱାରା ଫୋନ୍କୁ ଥଣ୍ଡା ହେବାକୁ ସମୟ ମିଳିବ । ଫୋନ୍କୁ ସିଧା ଖରାରେ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଫୋନ୍ର ମଦରବୋର୍ଡ କିମ୍ବା ଅନ୍ୟ ପାର୍ଟ ଖରାପ ହୋଇପାରେ । ଆପଣ ଫୋନ୍ରେ ଗେମିଂ କରୁଥୁଲେ କିମ୍ବା କ୍ୟାମେରା ଚଲାଉଥିଲେ ଏଥୁରୁ ବହୁତ ହିଟ୍ ବାହାରିଥାଏ । ଫୋନ୍ ଅଧିକ ଗରମ ହୋଇଗଲେ ଆପଣ ଏହାକୁ ଏରୋପ୍ଲେନ୍ ମୋଡରେ ରଖନ୍ତୁ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି












Click it and Unblock the Notifications