Health Tips: ଗର୍ଭାବସ୍ଥାରେ ମହିଳାମାନେ କେମିତି ଶୋଇବା ଉଚିତ ?

ସାଧାରଣତଃ ଗର୍ଭାବସ୍ଥାରେ ମହିଳାମାନଙ୍କର ବିଶେଷ ଯତ୍ନ ନେବାକୁ ପଡଡେ । ଗର୍ଭବତୀ ମହିଳା ନିଜକୁ ସାମାନ୍ୟ ଅଣଦେଖା କଲେ ଏହାର କୁପ୍ରଭାବ ଉଭୟ ମାଆ ଓ ଗର୍ଭସ୍ଥ ଶିଶୁ ପ୍ରତି ପଡ଼ିଥାଏ । ଗର୍ଭାବସ୍ଥାରେ ପ୍ରତ୍ୟେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ଏପରିକି ଖାଦ୍ୟପେୟ, ଚାଲିବା, ବୁଲିବା, ଶୋଇବା ଆଦି ପ୍ରତି ସଚେତନ ରହିବା ଜରୁରୀ। ଏହି ସମୟରେ ଅଧିକାଂଶ ମହିଳାଙ୍କୁ ଠିକ୍‌ ଭାବେ ନିଦ ହୋଇ ନ ଥାଏ। ଏଥିସହିତ ଭୁଲ ଶୈଳୀରେ ଶୋଇବା ମଧ୍ୟ ହାନିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କେମିତି ଶୋଇଲେ ଶିଶୁଟି ସୁସ୍ଥ ରହିବ।

Health Tips

ଏକ ରିପୋର୍ଟରୁ ଜଣାପଡ଼ିଛି,

  • - ଗର୍ଭାବସ୍ଥାର ତୃତୀୟ ମାସରେ ଗୋଟିଏ କଡ଼ ମାଡ଼ି ଶୋଇଲେ ଭଲ ନୁହେଁ। ତେଣୁ କିଛି ସମୟ ବ୍ୟବଧାନରେ କଡ଼ ଲେଉଟାନ୍ତୁ। ବାମ କଡ଼ ମାଡ଼ି ଶୋଇବା ଅଭ୍ୟାସ ଜାରିରଖନ୍ତୁ। ଏପରି ଶୋଇଲେ ରକ୍ତ ସଞ୍ଚାଳନ ସଠିକ୍‌ ହୋଇଥାଏ।
  • - ରାତିରେ ହାଲୁକା ଖାଦ୍ୟ ଗ୍ରହଣ କରିବା ଉଚିତ୍‌। ନଚେତ୍‌ ଛାଡ଼ି ଜଳାପୋଡ଼ା ହେବ। ମସଲା ଜାତୀୟ ଓ ତୈଳଯୁକ୍ତ ଖାଦ୍ୟଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ।
  • - ଯଥେଷ୍ଟ ପାଣି ପିଇବା ଉଚିତ୍‌।
  • - ଏହି ସମୟରେ ସୁସ୍ଥ ରହିବା ପାଇଁ ନିୟମିତ ପ୍ରାଣାୟାମ କରନ୍ତୁ। ଏହାଦ୍ୱାରା ପାଦ ଓ ଆଣ୍ଠୁ ଯନ୍ତ୍ରଣାରୁ ଉପଶମ ମିଳିବ।
  • - ଦିନରେ ଏକାଥରେ ଅଧିକ କିଛି ନ ଖାଇ ଅଳ୍ପ ଅଳ୍ପ ଅଧିକ ଥର ଖାଆନ୍ତୁ।
  • - ଗର୍ଭାବସ୍ଥାରେ ମହିଳାମାନେ ଶେଯର ଦୁଇ ପାର୍ଶ୍ୱରେ ତକିଆ ଦେଇ ଶୋଇଲେ ଆରାମ ଲାଗିଥାଏ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+