Health Tips: ପ୍ରତିଦିନ ୨ଟି ଅଣ୍ଡା ଖାଇଲେ କଣ ହେବ?

ଅଣ୍ଡାକୁ ସୁପରଫୁଡ୍‌ ବୋଲି କୁହାଯାଏ। ପ୍ରତିଦିନ ଯଦି ଆପଣ ଦୁଇଟା ଅଣ୍ଡା ଖାଉଛନ୍ତି ତାହେଲେ ଏହା ଆପଣଙ୍କ ଶରୀରରେ ଅନେକ ଫାଇଦା ଦେଇଥାଏ। ଅଣ୍ଡାରେ ପ୍ରୋଟିନ୍‌, କ୍ୟାଲ୍‌ସିୟମ୍‌, ଓମେଗା-୩ ଫ୍ୟାଟି ଏସିଡ୍‌, ଭିଟାମିନ୍‌ ଏ ଏବଂ ବିର ମାତ୍ରା ଭରପୂର ମାତ୍ରାରେ ରହିଥାଏ ।

ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରର ଅଧା ରୋଗ ଭଲ ହୋଇ ଯାଇଥାଏ । ଏହା ସହ ପ୍ରତିଦିନ ଗୋଟେ ଅଣ୍ଡା ଖାଇବା ଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ୍‌ ହୋଇଥାଏ ବୋଲି କିଛି ଦିନ ତଳେ ହୋଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ମଧୁମେହ ରୋଗୀଙ୍କୁ ଅଣ୍ଡା ସିଝାଇ ଖାଇବା ଦରକାର ବୋଲି କୁହାଯାଇଛି ।

eat 2 eggs every day

ଏକ ସର୍ଭେରୁ ଜଣାପଡ଼ିଛି, ପ୍ରତିଦିନ ଅଣ୍ଡା ଖାଇଲେ ଓଜନ ହ୍ରାସ ପାଇଥାଏ। ଅଣ୍ଡା ଶରୀରର ମେଟାବୋଲିଜିମ୍‌କୁ ସକ୍ରିୟ କରିଥାଏ। ଫଳରେ ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ଶରୀରରୁ ୮୦-୧୦୦ କ୍ୟାଲୋରୀ କମ୍ ହୋଇଥାଏ । ମସଲା ଆଦି ପକାଇ ଅଣ୍ଡାକୁ ତରକାରି କରି ଖାଆନ୍ତୁ ନାହିଁ। ସିଝାଇ ଅବା ଅଳ୍ପ ତେଲରେ ଆମ୍‌ଲେଟ୍ କରି ଖାଆନ୍ତୁ।ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ।ଏହାକୁ ପ୍ରତିଦିନ ସେବନ କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+