Get Updates
Get notified of breaking news, exclusive insights, and must-see stories!

ସକାଳୁ ଉଠି ଏମିତି କଣ କଲେ ଦିନଟି ଶୁଭମୟ ହୋଇଥାଏ ? କଣ କରିବା ଉଚିତ୍‌ ଆଉ କରିବା ଉଚିତ୍ ନୁହେଁ ?

ସକାଳୁ ଉଠି ଏମିତି କଣ କଲେ ଦିନଟି ଶୁଭମୟ ହୋଇଥାଏ ? କଣ କରିବା ଉଚିତ୍‌ ଆଉ କରିବା ଉଚିତ୍ ନୁହେଁ ? ଆପଣ ଜାଣିଛନ୍ତି ପ୍ରତିଦିନ ସକାଳୁ ଉଠିବା ଆଗକୁ କେଉଁ ଦେବୀ କିମ୍ବା ଦେବତାଙ୍କୁ ଡାକିଲେ ଦିନଟି ଶୁଭମୟ ହେବ । ତେବେ ଆସନ୍ତୁ ସେହି ବିଷୟରେ ଅଧିକ କିଛି ଆଜି ଜାଣିବା ।

ପ୍ରତି ଦିନ ଉଭୟ ପୁରୁଷ ଏବଂ ମହିଳାମାନେ ଭୋର ୫ଟାରୁ ଉଠିବା ଦରକାର କାରଣ ଏହି ସମୟ ହେଉଛି ଅତ୍ୟନ୍ତ ଶୁଭ ସମୟ । ଏହି ସମୟରେ ଭଗବାନଙ୍କୁ ଡାକିଲେ ଭଗବାନ ଆଶୀର୍ବାଦ ପ୍ରଦାନ କରନ୍ତି । ସେହି ପରି ଆପଣମାନେ ପ୍ରତିଦିନ ସକାଳୁ ଉଠି ଯଦି ମାଆ ଦୁର୍ଗର୍ତିନାଶିନୀ ଦୁର୍ଗାଙ୍କୁ ଦୁଇ ଥର ଡାକିବେ ସେମାନେଙ୍କର ଦିନଟି ଅତ୍ୟନ୍ତ ଶୁଭଙ୍କର ହୋଇଥାଏ । ଅନ୍ଧାରକାରରେ ଯେଉଁ ଭଳି ଭାବେ ସୂର୍ଯ୍ୟଙ୍କ କିରଣରେ ଅନ୍ଧାରକାର ଦୂରେ ଯାଏ ସେହିଭଳି ସମସ୍ତଙ୍କର ପାପ ନାଶ ହୋଇଥାଏ । ଏହା ପରେ ନବଗ୍ରହ ଏବଂ ତ୍ରିନାଥ ବ୍ରହ୍ମା,ବିଷ୍ଣୁ, ମହେଶ୍ୱରଙ୍କୁ ସୁମରଣା କରିବେ ।

health tips

ଦୁନିଆର most of successful peoples ଏହି format କୁ apply କରିଥାନ୍ତି କାରଣ ଏହା ସମ୍ପୂର୍ଣ practical ଓ helpfully ଅଟେ। କିଛ ଅସୁବିଧା କାରଣ ହେତୁ ଅବା ନଲେଜର ଅଭାବ କାରଣରୁ ସାଧାରଣ ଲୋକମାନେ ଏହାର ମୂଲ୍ୟକୁ ଜାଣିପାରନ୍ତି ନାହିଁ। ସତରେ ବନ୍ଧୁଗଣ ଯେଉଁମାନେ ସକାଳୁ ୪ ଟାରେ ଉଠନ୍ତି ସେମାନଙ୍କୁ ହିଁ ପଚାରି ବୁଝନ୍ତୁ ତାଙ୍କର ପୁରା ଦିନଟି କିପରି ସୁନ୍ଦର ଭାବେ ବିତିଥାଏ। ଆଜି ଆପଣମାନେ ଏହି ପୋଷ୍ଟ ମାଧ୍ୟମରେ ଜାଣିପାରିବେ ପ୍ରତ୍ୟକ ଦିନ ସକାଳୁ ୪ ଟାରୁ ଉଠିବା ଦ୍ୱାରା ତାର ପ୍ରକୃତରେ ଲାଭ କଣ ହୋଇଥାଏ।

ପ୍ରଥମ ଲାଭ। କିଛି ବାଧକ ନ ଥାଏ , ଏହି ସମୟରେ ଆପଣଙ୍କୁ କୌଣସି କଳାହଳ ଛୋଟ ପିଲାଙ୍କର ଗହଳି କିମ୍ବା ଫୋନ କଲ disturb କରିନଥାଏ। ତେଣୁ ଏହି ସମୟଟି perfect time ଅଟେ।

ଦ୍ୱିତୀୟ ଲାଭ। ପ୍ରତ୍ୟକ ଦିନ ଅଧିକ ୨ ଘଣ୍ଟା ସମୟ ମିଳିଯାଏ। ଆପଣଙ୍କୁ extra ୨ ଘଣ୍ଟା per day ହିସାବରେ ମିଳିଯାଏ ଯାହା ଗୋଟିଏ ସପ୍ତାହରେ ୧୪ ଘଣ୍ଟା ଗୋଟିଏ ବର୍ଷରେ ପୁରା ୩୦ ଦିନ extra ପାଇଯିବେ। ଥରେ ବିଚାର କରନ୍ତୁ ୩୦ ଦିନରେ ଆପଣ କଣ ନକରିପାରିବେ।

ତୃତୀୟ ଲାଭ। ସଫଳତାର ଗପନ ରହସ୍ୟ ମିଳିଯାଏ। ଆପଣ ରିସର୍ଚ୍ଚ କରନ୍ତୁ ଜାଣିପାରିବେ ଆଜି ପର୍ଯ୍ୟନ୍ତ ଯେତେବି ମହାନ ବ୍ୟକ୍ତି ଓ ସଫଳ ପୁରୁଷ ହୋଇପାରିଛନ୍ତି ତାହାର ସୂତ୍ର ହେଲା ସେମାନେ ପ୍ରତ୍ୟକ ଦିନ ସକାଳୁ ଉଠି ଥାନ୍ତି।

ଚତୁର୍ଥ ଲାଭ। ଇଛା ଶକ୍ତି ଦୃଢ଼ ହୋଇଯାଇଥାଏ। ପ୍ରାୟ ଆମ ସମସ୍ତଙ୍କର ପ୍ରକାଷ୍ଟେଟିଙ୍ଗ କରିବାର ଗୁଣ ଥାଏ କିନ୍ତୁ ଏହି ସମୟରେ ଏହାର ପ୍ରଭାବ ବହୁତ କମ ହୋଇଥାଏ।କାରଣ ଆମେ ଉଇଲ ପାୱାର ବହୁତ ଅଧିକ ହୋଇଯାଇଥାଏ ଏହି ସମୟରେ।

ପଞ୍ଚମ ଲାଭ। ଯୋଗ ପ୍ରାଣାୟମ ଓ ଧ୍ୟାନ ପାଇଁ ସଠିକ ସମୟ।ଏହି ସମୟରେ ଯୋଗ ପ୍ରାଣାୟମ ଓ ଧ୍ୟାନ କରିବା ଦ୍ୱାରା ସଠିକ ଫଳାଫଳ ମିଳିଥାଏ। କାରଣ ନେଚରର ଏନର୍ଜୀ ମଧ୍ୟ ଆପଣ ମାନଙ୍କୁ ସପୋର୍ଟ କରିଥାଏ।

ଷଷ୍ଠ ଲାଭ। କଷ୍ଟ କାମ ସହଜ ହୋଇଥାଏ। ଯଦି କୌଣସି ହାର୍ଡୱର୍କ ଅଛି ଯାହା ଆପଣ ଅନ୍ୟ କୌଣସି ସମୟରେ ସମାଧାନ କରିପାରୁନାହାନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ସମ୍ପୂର୍ଣ ପରଫେକ୍ଟ ଟାଇମ ଅଟେ।

ସପ୍ତମ କଥା। ପୁରା ଦିନକୁ ନିୟନ୍ତ୍ରଣ କରିଥାଏ। ଯଦି ଆପଣଙ୍କର ସକାଳ ସଠିକ ତରିକାରେ ଯାଇଛି ତେବେ ଆପଣ ଚାହିଁଲେ ପୁରା ଦିନକୁ ଭଲ କାର୍ଯ୍ୟରେ ଲଗାଇ ପାରିବେ। ସତରେ ବନ୍ଧୁଗଣ ଏହିଭଳି ଅନେକ ବେନିଫିଟ ମିଳିଥାଏ।ଏହି ସକାଳୁ ଉଠିବା ଦ୍ୱାରା। ଏହି ବେନିଫିଟକୁ ଆପଣ ମାନେ ନିଶ୍ଚିତ ଭାବରେ ଉଠାନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+