Health Tips: ରାତିରେ ଡେରିରେ ସୋଇ ଡେରିରେ ସକାଳୁ ଉଠିଲେ କଣ କଣ କ୍ଷତି ହୋଇଥାଏ ?

ମଣିଷ ଜୀବନରେ ସୁଖ ଶାନ୍ତି ସମୃଦ୍ଧି ପାଇବା ପାଇଁ ବାସ୍ତୁ ଶାସ୍ତ୍ର ସହ ଜଡିତ କିଛି ନିୟମର ପାଳନ କରିବା ଉଚିତ । ଯାହା ଦ୍ଵାରା ଜୀବନ ଶାନ୍ତିପୂର୍ଣ୍ଣ ଭାବେ ବ୍ଯତୀତ ହେବ । ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ।

୧- ଘରେ ସର୍ବଦା କଳହ ହେଉଥିଲେ ବା କେହି ରୋଗରେ ପଡୁଥିଲେ ଘରେ ଦୁଇଟି ମାଛର ଚିତ୍ର ଆଣି ରଖନ୍ତୁ ବା ମାଛର ଚିତ୍ର ଥିବା କାଗଜ ଆଣି ଲଗାନ୍ତୁ ।

୨- ଶିବଲିଙ୍ଗରେ ଉପରେ ଚଢା ଯାଉଥିବା ବେଲପତ୍ର ତାଜା ହୋଇଥିବା ଆବଶ୍ୟକ । କେବେ ବି ବେଲପତ୍ର ଫଟା, କଣା ନ ହୋଇଥିବା ଦରକାର । ବେଲପତ୍ରର ଡେମ୍ଫ ନ ଲାଗିଥିବା ଦରକାର ।

Health Tips

୩- ପ୍ରତେକ ଶନିବାର ଦିନ ସୂର୍ଯ୍ୟାସ୍ତ ପରେ କାନରେ ତେଲ ପକାଇବା ଦ୍ଵାରା ବୟସ ପରେ କାଳ ଦୋଷ ହେବ ନାହିଁ । ଜୀବନ ସାରା କାନ ରୋଗ ହେବନି କି ବଧିର ହେବେ ନାହିଁ ।

୪- ପ୍ରତି ସୋମବାର ଦିନ ଧଳା ମନ୍ଦିର ଆଣି ଶିବଲିଙ୍ଗରେ ଚଢାନ୍ତି ବା ଠାକୁରଙ୍କୁ ଅର୍ପଣ କରନ୍ତି ତେବେ କୌଣସି ତନ୍ତ୍ର ମନ୍ତ୍ର ଗୃହକୁ ପ୍ରବେଶ କରିବେ ନାହିଁ ।

୫- ଠାକୁର ଘରେ ଥିବା ଘଣ୍ଟି ରେ ଗରୁଡ ଚିତ୍ର ଥାଏ ଓ ସେହି ଘଣ୍ଟା ବାଜୁଥାଏ ସେହି ଘରେ ଅଗ୍ନି, ଚୋର, ବଜ୍ର ଭୟ ପ୍ରବେଶ କରେ ନାହିଁ ।

୬- ରବିବାର ଦିନ କେବେ ବି ଦୁବ ଛିଡାଇବା ଉଚିତ ନୁହେଁ । ରବିବାର ଓ ବୁଧବାର ଦିନ ବର ଗଛ ମୂଳରେ କେବେ ବି ପାଣି ଢାଳିବା ଉଚିତ ନୁହେଁ ।

ଯଦି ରବିବାରରେ ଯାତ୍ରା କରୁଛନ୍ତି ତେବେ ମୁଣ୍ଡରେ ହାତ ଦେଇ, ସୋମବାରରେ ମୂହନରେ ହାତ ଦେଇ, ମଙ୍ଗଳବାରରେ ଗଳାରେ ହାତ ଦେଇ, ବୁଧବାରରେ ପେଟରେ ହାତ ଦେଇ, ଗୁରୁବାରରେ ବେନି ପାର୍ଶ୍ଵରେ ହାତ ଦେଇ, ଶୁକ୍ରବାରରେ କାନରେ ଦେଇ, ଶନିବାରରେ ପିଠିରେ ହାତ ଦେଇ ଯାତ୍ରା ଆରମ୍ଭ କରିଲେ ନିଶ୍ଚିନ୍ତ ଶୁଭ ଫଳ ମିଳିଥାଏ ।

୮- ଛୋଟ ପିଲାଙ୍କର ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ବାର ଓ ଓସ୍ତ ଗଛ ଏକାଠି ଥିବ ସେହି ଜାଗାରେ ପ୍ରତେକ ଦିନ ୨୦ ମିନିଟ ଯାଏଁ ବସିଲେ ଶୁଭ ଫଳ ମିଳିଥାଏ । ଏମିତି ୩ ମାସ କରିବାକୁ ହେବ ।

୯- ପିଲାଙ୍କ ଜନ୍ମ ଦିନରେ ଦେହରେ ଖସା ତେଲ ଲଗାଇବା ସହ ଖସା ଲଡୁ ଖାଇବାକୁ ଦେବା ଉଚିତ । ଏହା ଦ୍ଵାରା ଆସନ୍ତା ବର୍ଷ ଜନ୍ମ ଦିନ ଯାଏଁ ପିଲା ଉପରେ ବିପଦ ଆସିବ ନାହିଁ ।

୧୦- ରାତିରେ ଡେରିରେ ଶୋଇବା ଦ୍ଵାରା ସ୍ମରଣ ଶକ୍ତି କମ ହୁଏ ଓ ସହକାରେ କୌଣସି କଥା ମନେ ରୁହେ ନାହିଁ ।

୧୧- ରାତିରେ ଅନିଦ୍ରା ହୋଇ କାମ କରିଲେ ପେଟରେ ଅଲସର ରୋଗ ଦେଖାଯାଇଥାଏ ।

୧୨- ରାତିରେ ଅସମୟରେ ଶୋଇବା ଦ୍ଵାରା ନଖ ଦୁର୍ବଳ ହୋଇ ଭାଙ୍ଗିଯିବାର ସମ୍ଭାବନା ଥାଏ । ରାତିରେ ଡେରିରେ ଶୋଇବା ଦ୍ଵାରା ଏବଂ ନିଦ ପୁରା ନ ହେବା ଦ୍ଵାରା ଚୁଟି ଜଲ୍ଦି ପାଚିବାର ସମ୍ଭାବନା ଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+