Health Tips: କୃମିର କାରଣ, ଲକ୍ଷଣ ଓ ଉପଚାର ବିଷୟରେ ଜାଣନ୍ତୁ

ଛୋଟ ପିଲାଙ୍କ ପେଟରେ କୃମି ହେବା ଏକ ସାଧାରଣ କଥା। ପିଲାମାନେ ଅଧିକ ମିଠା ଖାଉଥିବାରୁ ସେମାନଙ୍କ ପେଟରେ ଖୁବ୍‌ କମ୍‌ ସମୟରେ କୃମି ଜନ୍ମିଯାଆନ୍ତି। କିନ୍ତୁ କୃମିକୁ ଯଦି ପ୍ରଥମରୁ ହିଁ ରୋକା ନଯାଏ ତେବେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଏଣୁ ଯଦି ପିଲାଙ୍କୁ ଭୋକ ହେଉନାହିଁ କିମ୍ବା ବାରମ୍ବାର ପେଟ ଖରାପ ରହୁଛି ତେବେ ତାଙ୍କୁ ତୁରନ୍ତ ଡାକ୍ତର ଦେଖାନ୍ତୁ। ଏହା କୃମିର ଲକ୍ଷଣ ବି ହୋଇଥାଇପାରେ। ଆସନ୍ତୁ ଜାଣିବା କୃମି ହେବାର କେତେକ ଲକ୍ଷଣ ଓ ନିରାକରଣ ସମ୍ପର୍କରେ...

causes symptoms of worm

କୃମି ହେବାର ଲକ୍ଷଣ:

  • ପେଟ କାମୁଡ଼ିବା
  • ବାରମ୍ବାର ଭୋକ ହେବା
  • ଅସ୍ୱାଭାବିକ ଭାବେ ଓଜନ କମିବା
  • ଜିଭ ଧଳା ପଡ଼ିଯିବା
  • ମୁହଁରୁ ଦୁର୍ଗନ୍ଧ ବାହାରିବା
  • ବାନ୍ତି ହେବା
  • ପେଟ ଫୁଲିବା
  • ତ୍ୱଚା ଫୁଲିଯିବା
  • ଝାଡ଼ା ହେବା

କୃମିର ନିରାକରଣ:

  • ପେଟରୁ କୃମି ମାରିବାରେ ହଳଦୀ ସାହାଯ୍ୟ କରେ। ଏଥିପାଇଁ ହଳଦୀକୁ ତାଓ୍ଵାରେ ହାଲ୍‌କା ଭାଜି ରାତିରେ ଶୋଇବା ବେଳେ ପାଣି ସହ ସେବନ କରନ୍ତୁ। କମ୍‌ ଦିନରେ କୃମିରୁ ମୁକ୍ତି ମିଳିବ।
  • ଘୋଳଦହିରେ ଲୁଣ ଓ ଗୋଲମରିଚ ପକାଇ ପିଇବା ଦ୍ୱାରା ପେଟ ପରିଷ୍କାର ହୋଇଥାଏ।
  • ଦହିରେ ମହୁ ମିଶାଇ ପିଇବା ଦ୍ୱାରା କୃମି ନାଶ ହୋଇଥାନ୍ତି।
  • ଗରମ ପାଣିରେ ଅଳ୍ପ ରାଶି ମିଶାଇ ପିଅନ୍ତୁ, କୃମି ଭଲ ହୋଇଯିବେ।
  • ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ମଧ୍ୟ କୃମି ମରିଯାଆନ୍ତି।
  • ଜଡ଼ା ତେଲ ମଧ୍ୟ କୃମି ମାରିବାରେ ରାମବାଣ ଭଳି କାମ କରିଥାଏ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+