Health Tips: ଖାଲି ପେଟରେ ତୁଳସୀ ପତ୍ର ଖାଇବାର ଲାଭ ଜାଣନ୍ତୁ

ହିନ୍ଦୁ ଧର୍ମରେ ତୁଳସୀକୁ ପବିତ୍ର ବୋଲି ବିବେଚନା କରାଯାଏ । ହିନ୍ଦୁ ଘରେ ତୁଳସୀ ଗଛକୁ ପୂଜା କରାଯାଏ । କିନ୍ତୁ ଆପଣ ଜାଣନ୍ତି କି, ତୁଳସୀର ସ୍ୱାସ୍ଥ୍ୟଗତ ଲାଭ ମଧ୍ୟ ରହିଛି । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ତୁଳସୀ ପତ୍ର ସେବନ କରନ୍ତି, ତେବେ ଆପଣଙ୍କ ପାଇଁ ଏହା କିପରି ଲାଭଦାୟକ ହୋଇପାରିବ ଜାଣନ୍ତୁ ।

tulsasi

ଖାଲି ପେଟରେ ତୁଳସୀ ପତ୍ର ଖାଇବା ଦ୍ୱାରା ହଜମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଏଥିରେ ଥିବା ଉପାଦାନଗୁଡିକୁ ପେଟ ପାଇଁ ଭଲ ବୋଲି ବିବେଚନା କରାଯାଏ । ଶରୀରରକୁ ସୁସ୍ଥ ରଖିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ଦୃଢ ହେବା ଜରୁରୀ । ଖାଲି ପେଟରେ ତୁଳସୀ ପତ୍ର ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଯଦି ଆପଣଙ୍କ ପାଟିରି ଦୁର୍ଗନ୍ଧ ତେବେ ଖାଲି ପେଟରେ ତୁଳସୀ ପତ୍ର ଚୋବାଇ ପାରିବେ । ଏଥିରେ ଥିବା ଗୁଣ ପାଟିରୁ ବ୍ୟାକ୍ଟେରିଆ ଦୂର କରିବାରେ ସାହାଯ୍ୟ କରେ । ତୁଳସୀ ପତ୍ରରେ ଏପରି ଗୁଣ ମିଳିଥାଏ ଯାହା ଚାପ କମାଇବାରେ ସାହାଯ୍ୟ କରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+