Health Tips: କେଉଁ ଡାଲି ଶରୀର ପାଇଁ ଭଲ, ଖାଇବା ପୂର୍ବରୁ ଜାଣନ୍ତୁ

ଆମ ନିତିଦିନ ଜୀବନରେ ଆମେ ସବୁବେଳେ ଭାତ ସହ ଡାଲି ଖାଉଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ହରଡ ଡାଲି ଖାଇବା ଶରୀର ଉପରେ କି ପ୍ରଭାବ ପକାଏ ।

ଆମ ନିତିଦିନ ଜୀବନରେ ଆମେ ସବୁବେଳେ ଦିନ ଭାତ ସହ ଡାଲି ଖାଉଛନ୍ତି । କିନ୍ତୁ ଦର୍ଶକବନ୍ଧୁ ଆପଣ ମାନେ ଜାଣିଛନ୍ତି କି ହରଡ ଡାଲି ଖାଇବା ଆମ ଶରୀର ପାଇଁ କେତେ ଲାଭଦାୟକ । ହରଡ ଡାଲି ବିଷୟରେ ବିଶେଷ କଥା ହେଉଛି ଯେ ଆପଣ ଏହାକୁ ନଭାଜିକି ଖାଇପାରିବେ ।

ଏହାର ସ୍ୱାଦ ଭିନ୍ନ କେବଳ ଏତିକି ନୁହେଁ କପେ ଡାଲିରେ ଅନେକ ପୋଷକ ତତ୍ତ୍ୱରେ ଭରପୂର ରହିଥାଏ। ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫୋଲିକ୍ ଏସିଡ୍, ଫସଫରସ୍ ଏବଂ ପୋଟାସିୟମ୍ ହରଡ ଡାଲିରେ ମିଳିଥାଏ । ମହିଳାମାନେ ଗର୍ଭାବସ୍ଥାରେ ସମସ୍ତ ପୋଷକ ତତ୍ତ୍ୱ ଆବଶ୍ୟକ କରନ୍ତି । ଏହା ସହିତ ସେମାନେ ହାଲୁକା ଖାଦ୍ୟ ଆବଶ୍ୟକ କରନ୍ତି ଯାହା ସହଜରେ ହଜମ ହୁଏ ।

Health Tips

ଏପରି ପରିସ୍ଥିତିରେ, ସେମାନଙ୍କ ପାଇଁ ହରଡ ଡାଲି ଖୁବ ଭଲ କାମ ଦେଇଥାଏ । ଫୋଲିକ୍ ଏସିଡ୍ ବ୍ୟତୀତ ଏଥିରେ କାର୍ବୋହାଇଡ୍ରେଟ୍ ମଧ୍ୟ ଥାଏ । ଡାଲି ପାଟିକୁ ସୁଆଦିଆ ଲାଗିବା ସହିତ, ଏଥିରେ ଅନେକ ପୋଷକ ତତ୍ବ ଭରି ରହିଥାଏ । ମୋଟାପଣ ସମସ୍ୟାକୁ ନେଇ ଚିନ୍ତିତ ଥିଲେ, ଏଥିପାଇଁ ଉପକାରୀ ହରଡ ଡାଲି । ପ୍ରତିଦିନ ଡାଏଟରେ ହରଡ ଡାଲି ସାମିଲ କରିବା ଦ୍ବାରା, ଏହା ଓଜନ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ । ତେଣୁ ହରଡ଼ ଡାଲି ଖାଆନ୍ତୁ ସୁସ୍ଥ ରୁହନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+