ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ ଭୃସଙ୍ଗପତ୍ର?

ଏବେ ପ୍ରାୟ ସମସ୍ତେ ସ୍ଵାସ୍ଥ୍ୟକୁ ନେଇ ବେଶ ସଚେତନ ହୋଇ ଗଲେଣି। ଅନେକ ଲୋକ ଆୟୁର୍ବେଦ ପଦ୍ଧତିକୁ ଆପଣେଇ ନେଉଥିବା ବେଳେ ଏହା ଖୁବ ଭଲ କାମ କରୁଥିବା ବି କୁହାଯାଉଛି। ତେବେ ଆମ ବାଡି ବଗିଚାରେ ମିଳୁଥିବା ଏମିତି କିଛି ଫୁଲ, ପତ୍ର ବା ଫଳ ରହିଛି ଯାହା ଆମର ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଠିକ କରି ଦେଇଥାଏ। ସେମିତି ଏକ ପତ୍ର ହେଲା ଭୃସଙ୍ଗ, ଯାହା ପ୍ରାୟତଃ ପ୍ରତ୍ଯେକଙ୍କ ଘରେ ବ୍ୟବହାର କରାଯାଇଥାଏ।

Benefits

ଭୃସଙ୍ଗପତ୍ର ସ୍ଵାସ୍ଥ୍ୟ ପାଇଁ ଲାଭକାରୀ । ପ୍ରତିଦିନ ସକାଳେ ଅଧାକପ ଭୃସଙ୍ଗପତ୍ର ରସ ପିଇଲେ ଲିଭର ସଂକ୍ରମଣ ଦୂରେଇ ଯାଇଥାଏ । ଭୃସଙ୍ଗପତ୍ର ରସ ନିୟମିତ ପିଇଲେ ମଧୁମେହରୁ ମୁକ୍ତି ମିଳେ । ଏହା ରକ୍ତର କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିଥାଏ। ଏଥିରେ ଭିଟାମିନ ବି୧, ବି୩, ବି୯ ଏବଂ ସି ରହିଥାଏ । ଏହା ସହିତ ଏଥରେ ଆଇରନ, କ୍ୟାଲସିୟମ ଏବଂ ଫସଫରସ ରହିଛି। ପ୍ରତିଦିନ ଭୃସଙ୍ଗପତ୍ର ଚୋବାଇ ଖାଇଲେ ମେଦବହୁଳତାରୁ ମିଳେ ମୁକ୍ତି। ଏକ ଚାମଚ ମହୁରେ ଭୃସଙ୍ଗପତ୍ର ରସ ମିଶାଇ ପିଇଲେ କଫ ବାହାରି ଯାଇଥାଏ । ଏହାକୁ ନିୟମିତ ପିଇଲେ ହାର୍ଟ ଆଟାକ ଆଶଙ୍କା କମିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+