ସ୍ୱାସ୍ଥ୍ୟ ପାଇଁ କେତେ ହିତକର ଲାଉ?

ଭୁବନେଶ୍ୱର: ଲାଉ ସ୍ୱାସ୍ଥ୍ୟ ପ୍ରତି ବେଶ୍ ହିତକର। ନିମୟିତ ଲାଉ ଖାଉଥିବା ବ୍ୟକ୍ତି ପେଟ ରୋଗର ଶିକାର ହୋଇ ନ ଥାନ୍ତି। ଲାଉ ଖାଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ। ଲାଉରେ ୯୬ ପ୍ରତିଶତ ଜଳୀୟ ଅଂଶ ରହିଛି। ଏଥିରେ କମ୍ କ୍ୟାଲୋରୀ ଥିବାରୁ ପାଚନ ସହଜ ହୋଇଥାଏ।

ଲାଉରେ ଫାଇବର ରହିଥିବାରୁ ପେଟ ସମ୍ୱନ୍ଧୀୟ ରୋଗରୁ ଆମକୁ ରକ୍ଷା ମିଳିଥାଏ। ଅଲର୍ସର୍, କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ରୋଗୀଙ୍କ ପାଇଁ ଏହା ଲାଭକାରୀ। ପରିସ୍ରା ଜଳାପୋଡ଼ା ହେଉଥିଲେ ଲାଉ ସୁପ୍‌ ପିଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ। ଲିଭର୍‌ ସଂକ୍ରମିତ ହୋଇଥିଲେ କିମ୍ୱା ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିଲେ ଲାଉ ଖାଇବା ଦ୍ୱାରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ।

Health Benefits of Bottle Gourd

ଲାଉ ମଞ୍ଜିର ତେଲ ଖାଇବା ଦ୍ୱାରା କୋଲେଷ୍ଟରଲ୍‌ ମାତ୍ରା କମିଥାଏ। ଏହାସହିତ ଏହା ହୃଦ୍‌ଯନ୍ତ୍ର ପାଇଁ ଲାଭଦାୟକ। ରକ୍ତ ନଳୀକୁ ମଧ୍ୟ ଲାଉ ସୁସ୍ଥ ରଖିଥାଏ। ଉଚ୍ଚ ରକ୍ତଚାପ, କୋଷ୍ଠକାଠିନ୍ୟ, ହୃଦ୍‌ରୋଗ ସମସ୍ୟା, ମଧୁମେହରୁ ଲାଉ ଆମକୁ ରକ୍ଷା କରିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+