ସେଓରୁ ଚୋପା ଛଡ଼ାଇ ଖାଉଛନ୍ତି କି?
ଭୁବନେଶ୍ୱର: ସେଓ ଏକ ପୁଷ୍ଟିକର ଫଳ। ଏଥିରେ ବହୁ ମାତ୍ରାରେ ଭରି ରହିଛି ମିନେରାଲ୍, ଭିଟାମିନ୍ 'ସି' ଓ ତନ୍ତୁ (ଫାଇବର)। ସେଓରେ କୋଲେଷ୍ଟରାଲ୍ ଆଦୌ ନ ଥାଏ। ତେବେ ସେଓ ଖାଇବା ବେଳେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର। ଯେପରିକି ସେଓର ଚୋପା ଛଡ଼ାଇ ଖାଇବା ଉଚିତ୍ ନୁହେଁ।
କାରଣ ଏହା ଦ୍ୱାରା ସେଓରେ ଥିବା ଭିଟାମିନ୍ 'ସି' ବହୁମାତ୍ରାରେ ଭାବେ ନଷ୍ଟ ହୋଇଯାଏ। ସେଓରେ ଭିଟାମିନ୍ 'ସି' ଚୋପାର ସବୁଠୁ ନିମ୍ନ ଭାଗରେ ରହିଥାଏ। ସେହିପରି ସେଓକୁ ସବୁ ବେଳେ ସକାଳେ ଖାଇବା ଉଚିତ୍। ଖାଲି ପେଟରେ ସେଓ ଖାଇଲେ ଶରୀରରୁ ଟକ୍ସିକ୍ (ଆବର୍ଜନା) ସହଜରେ ବାହାରକୁ ଚାଲି ଆସେ। ତା'ସହିତ ଶରୀରକୁ ଅଧିକ ଶକ୍ତି ମିଳେ ଓ ଏହା ଅଧିକ ଫୂର୍ତ୍ତି ରହେ। ଏହାସହ ଶରୀର ପତଳା ହୁଏ।

କମଳାରେ ଭିଟାମିନ୍ 'ସି' ଭରପୂର ମାତ୍ରାରେ ରହିଛି। ଏହା ସହିତ କମଳାରେ ଭିଟାମିନ୍ ଏ, ବି କଂପ୍ଲେକ୍ସ, ପ୍ଲୋବୋନାଇଡ୍, ଏମିନୋ ଏସିଡ ଓ କ୍ୟାଲସିୟମ୍ ରହିଛି। ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ କିମ୍ବା ପରେ କମଳା ଖାଇବା ଉଚିତ। ଖାଦ୍ୟ ଖାଇବା ପୂର୍ବରୁ କମଳା ଖାଇଲେ ଭୋକ ବଢ଼େ। ସେହିପରି ଖାଦ୍ୟ ଖାଇବା ପରେ କମଳା ଖାଇଲେ ପାଚନରେ ସହାୟକ ହୋଇଥାଏ। ତା'ସହିତ ବିଭିନ୍ନ ରୋଗରୁ ଏହା ଶରୀରକୁ ରକ୍ଷା କରିଥାଏ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications