ପାର୍ଲର ପରି ଷ୍ଟ୍ରେଟ୍ କେଶ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ପାର୍ଲର ପରି ଷ୍ଟ୍ରେଟ୍ କେଶ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ ।

Hair Care Tips

Hair Care Tips: ଲମ୍ବା, ନରମ ଏବଂ ସିଧା କେଶ ପାଇବା ପାଇଁ ପ୍ରତ୍ୟେକ ମହିଳାଙ୍କ ଇଚ୍ଛା ଥାଏ । ହେଲେ ପାଣିପାଗ ପରିବର୍ତ୍ତନ ଏବଂ ପ୍ରଦୂଷଣ ପାଇଁ କେଶ ଝଡିବା ସହ ରଫ୍ ମଧ୍ୟ ହୋଇଯାଉଛି । ସେହିପରି ବର୍ତ୍ତମାନର ଟ୍ରେଣ୍ତ୍ ଅନୁସାରେ ସମସ୍ତେ ସ୍ଟ୍ରେଟ୍ ହେୟାର ଚାହୁଁଛନ୍ତି ଯେଉଁଥି ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବା ସହିତ ସ୍ଟ୍ରେଟନର ମଧ୍ୟ ବ୍ୟବହାର କରିବା ପାଇଁ ପଡୁଛି ଯେଉଁଥି ପାଇଁ କିଛି ସମୟରେ ମଧ୍ୟ କେଶ ଡ୍ରାଏ ଏହଂ ରଫ୍ ହୋଇଯାଉଛି । ହେଲେ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ ବିଷୟରେ ଜଣାଇବୁ ଯାହାକୁ ବ୍ୟବହାର କରି ଆପଣ ବିନା ଷ୍ଟେଟନର ବ୍ୟବହାରରେ ମଧ୍ୟ ନିଜ କେଶକୁ ସିଧା କରିପାରିବେ ।

  • ୨ ଚାମଚ ଅଲିଭ୍ ତେଲ ଏବଂ ୧ ଚାମଚ ନଡ଼ିଆ ତେଲ: ନଡିଆ ତେଲର ହାଇଡ୍ରେଟିଂ ଗୁଣ ଏବଂ ଅଲିଭ୍ ତେଲର ପ୍ରତିକାର ଗୁଣ କେଶକୁ ପ୍ରଦୂଷଣରୁ ରକ୍ଷା କରିଥାଏ । ଏହି ଦୁଇଟି ତେଲର ମିଶ୍ରଣ ଶୁଖିଲା ଏବଂ ନଷ୍ଟ ହୋଇଥିବା କେଶକୁ ସମ୍ପୂର୍ଣ୍ଣ ପୋଷଣ ଯୋଗାଇଥାଏ । ଉଭୟ ତେଲକୁ ଏକାଠି ମିଶାଇ କିଛି ସମୟ ଗରମ କରନ୍ତୁ ଏବଂ ଏହାକୁ ନିଜ କେଶରେ ଲଗାନ୍ତୁ । ସ୍କାଲପରେ ଭଲ କରି ମାଲିସ୍ କରନ୍ତୁ । ଏହା ଆପଣଙ୍କ କେଶକୁ ସୁସ୍ଥ ଏବଂ ନରମ ରଖିବାରେ ସାହାଯ୍ୟ କରିବ । ଆପଣ ଏହି ତେଲକୁ ସପ୍ତାହରେ ଦୁଇଥର ଲଗାଇପାରିବେ ।
  • କ୍ଷୀର
    କ୍ଷୀର ଆପଣଙ୍କ କେଶକୁ ନରମ ଏବଂ ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରିଥାଏ । କ୍ୟାଲସିୟମ, ପ୍ରୋଟିନ୍ ସହିତ ଭିଟାମିନ୍ ଏ, ଇ, କେ, ବି ମଧ୍ୟ କ୍ଷୀରରେ ରହିଥାଏ । ଯାହା କେଶକୁ ନରମ ଏବଂ ସିଲକି ରଖିଥାଏ ।
  • ଅଣ୍ତା
    ଅଣ୍ଡାରେ ପ୍ରୋଟିନ୍ ଭରପୂର ଥାଏ । ତିନି ଚାମୁଚ ଅଲିଭ୍ ଅୟଲ ସହ ଗୋଟିଏ ଅଣ୍ତା ମିଶାଇ ଆପଣ ଏକାକୁ ମାସ୍କ ଭାବରେ କେଶରେ ବ୍ୟବହାର କରିପାରିବେ । ଯାହା ଆପଣଙ୍କ କେଶକୁ ସିଧା, ସିଲକ୍ ଏବଂ ନରମ ରଖିବାରେ ସାହାଯ୍ୟ କରିଥାଏ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+