Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ ବର୍ଷାଦିନେ କିପରି ନବେ କେଶର ଯତ୍ନ

Hair Care: ବର୍ଷା ଦିନରେ ଅଧିକ କେଶ ଝଡିଥାଏ । ଏହି ଋତୁରେ ଅଧିକ କେଶ ଉପୁଡିଥାଏ ଏବଂ ରୂପି ସମସ୍ୟା ଅଧିକ ଦେଖାଦେଇଥାଏ । ତେବେ ଆପଣ କିଛି ଘରୋଇ ଉପଚାର କରି କେଶକୁ ସୁସ୍ଥ ରଖିବା ସହ ପୋଷଣ ମଧ୍ୟ ମିଳିଥାଏ ।

ସାଧାରଣତଃ ବର୍ଷା ଦିନରେ କେଶ ଅଧିକ ଡ୍ରାଏ ହୋଇଯାଇଥାଏ । ଏହାକୁ ଏଡାଇବା ପାଇଁ ୨ ରୁ ୩ ଦିନ ମଧ୍ୟରେ କେଶରେ ତେଲ ଲଗାନ୍ତୁ ଏବଂ ୩୦ ମିନିଟ ମଧ୍ୟରେ ନଖ ଉଷୁମ ପାଣିରେ ସଫା କରି ଦିଅନ୍ତୁ । ତେବେ ଗରମ ତେଲ ମଧ୍ୟ ଲଗାଇପାରିବେ । କେଶରେ ଅଁଳା ତେଲ ଲଗାଇବା ଆହୁରି ଭଲ ।

Hair Care

ବର୍ଷା ପାଣିରେ କେଶକୁ ଅଧିକ ଓଦା କରନ୍ତୁ ନାହିଁ ଏପରି କରିବା ଦ୍ୱାରା ରୁପି ହେବାର ସମ୍ଭାବନା ଅଧିକ ରହିଥାଏ । ଯଦି ଓଦା ହୋଇଛନ୍ତି ତେବେ ସାମ୍ପୁ ଲଗାଇ ଭଲ ସେ ଧୋଇଦିଅନ୍ତୁ । ତେବେ ସପ୍ତାହକୁ ଦୁଇ ଥର ଉଷୁମ ନଡ଼ିଆ କିମ୍ବା ସୋରିଷ ତେଲ ମସାଜ କରନ୍ତୁ ।

ସାମ୍ପୁରେ କେଶକୁ ଧୋଇବା ପରେ ମାସ୍କ କିମ୍ବା କଣ୍ତିସନର ଲଗାଇବା ପାଇଁ ଭୁଲନ୍ତୁ ନାହିଁ ଏହା ଆପଣଙ୍କ କେଶର ଡ୍ରାଏନେସକୁ କମ କରିଥାଏ । ସେହିପରି କେଶର ଘନତ୍ୱ ବଢାଇବା ପାଇଁ ପିଆଜ ରସ ମଧ୍ୟ ଲଗାଇ ପାରିବେ । ଲେମ୍ବୁ ରସ ମଧ୍ୟ ଲଗାଇ ପାରିବେ ଯାହା ଦ୍ୱାରା ରୁପି ସମସ୍ୟା ଦୂର ହୋଇଥାଏ ।

କେଶକୁ ସଫା ରଖିବା ପାଇଁ 20 ରୁ 30 ଦିନ ବ୍ୟବଧାନରେ ସ୍ପା କରିନିଅନ୍ତୁ । ସେହିପରି ପ୍ଲାଷ୍ଟିକ୍ ପାନିଆରେ କେଶ କୁଣ୍ତାନ୍ତୁ ନାହିଁ । ଯାହା ଦ୍ୱାରା କେଶକ ଅଧିକ ଡ୍ରାଏ ହୋଇଥାଏ ଏବଂ କେଶ ଅଧିକ ଝଡି ମଧ୍ୟ ଥାଏ । ଏହାସହ ସବୁଜ ପନିପରିବା ଖାଦ୍ୟରେ ସାମିଲ କରନ୍ତୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+