Good Morninng: ପ୍ରତ୍ୟେକ ଦିନ ସକାଳୁ କେତେବେଳେ ଉଠିବେ ?
ପ୍ରତ୍ୟେକ ସକାଳରୁ ଦିନର ଆରମ୍ଭ ହୋଇଥାଏ । ଆପଣଙ୍କ ଦିନ କେମିତି କଟି ଆପଣ ସେ କଥା ସକାଳୁ ଅନୁଭବ କରନ୍ତି । ସମସ୍ତେ ଚାହାନ୍ତି ସେମାନଙ୍କର ପୂରା ଦିନ ଶୁଭମୟ ହେଉ ବୋଲି ।
ତେବେ ସକାଳୁ ଉଠି ଏମିତି କଣ କଲେ ଦିନଟି ଶୁଭମୟ ହୋଇଥାଏ ? କଣ କରିବା ଉଚିତ୍ ଆଉ କରିବା ଉଚିତ୍ ନୁହେଁ ? ଆପଣ ଜାଣିଛନ୍ତି ପ୍ରତିଦିନ ସକାଳୁ ଉଠିବା ଆଗକୁ କେଉଁ ଦେବୀ କିମ୍ବା ଦେବତାଙ୍କୁ ଡାକିଲେ ଦିନଟି ଶୁଭମୟ ହେବ । ତେବେ ଆସନ୍ତୁ ସେହି ବିଷୟରେ ଅଧିକ କିଛି ଆଜି ଜାଣିବା ।

ବିଶେଷ କରି ମହିଳା ମାନେ ଯେତେବେଳେ ସକାଳୁ ଉଠୁଛନ୍ତି ସେମାନେ ସମସ୍ତେ ସତୀ ନାରୀ ମାନଙ୍କୁ ଡାକିବା ଉଚିତ୍ । ଯଥା, ତାରା, କୁନ୍ତୀ, ମନ୍ଦୋଦରି, ଦ୍ରୌପଦୀ, ଅହଲ୍ୟ ଏମାନଙ୍କୁ ପାଞ୍ଚକନ୍ୟା କୁହାଯାଏ । ଯଦି ଏହି ପାଞ୍ଚ କନ୍ୟାଙ୍କୁ ସୁମରଣା କଲେ ସମସ୍ତ ଅସୁବିଧା ଦୂର ହୋଇଥାଏ ।












Click it and Unblock the Notifications