Good Morning: ସକାଳ ଜଳଖିଆରେ ବାଦ୍ ଦିଅନ୍ତୁ ଏହି ସବୁ ଖାଦ୍ୟ, ନେଲେ...

ସକାଳ ଜଳଖିଆ ଶରୀର ପାଇଁ ନିହାତି ଆବଶ୍ୟକ। ତାହା ପୁଣି ଉପଯୁକ୍ତ କ୍ୟାଲୋରୀର ହୋଇଥିଲେ ଭଲ। ଏମିତି କିଛି ଖାଦ୍ୟ ଅଛି ଯାହା ପାଟିକୁ ସ୍ବାଦ ଲାଗୁଥିଲେ ମଧ୍ୟ ଶରୀର ପାଇଁ ଆଦୌ ଗ୍ରହଣୀୟ ନୁହେଁ । ସେଥିପାଇଁ ସକାଳର ଖାଦ୍ୟ ଖାଇବା ବେଳେ କେତେଗୁଡିଏ ମୁଖ୍ୟ ଖାଦ୍ୟକୁ ସାମିଲ ନ କଲେ ଭଲ ।

ସକାଳ ଖାଦ୍ୟରେ ଚାଉଳରୁ ପ୍ରସ୍ତୁତ ଖାଦ୍ୟ ଓ ବେକରି ପ୍ରଡକ୍ଟସକୁ ଦୂରେଇ ରଖିବା ଭଲ। କାରଣ ଏଭଳି ଖାଦ୍ୟ ବେଳେ ବେଳେ ବ୍ଲଡସୁଗାରକୁ ବଢାଇ ଦେଉଥିବା ବେଳେ କେବେ କେବେ ବ୍ଲଡ ସୁଗାରକୁ କମାଇ ଦେଇଥାଏ ।

Good Morning Avoid these foods in the morning breakfast be a healthy life

-ଡବା ବନ୍ଦ ବା ଫ୍ରୋଜନ୍‌ ଫୁଡ୍‌କୁ ଜଳଖିଆରେ ସାମିଲ କରିବା ଭଲ ନୁହେଁ। ଘରେ ପ୍ରସ୍ତୁତ ହୋଇଥିବା ସ୍ୟାଣ୍ଡଉଇଚ୍‌ ଖାଇବା ଭଲ। କାରଣ ଘରେ ଏହା ବିଭିନ୍ନ ପ୍ରକାରର ପରିବାରେ ପ୍ରସ୍ତୁତ କରାଯାଇଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ତେବେ ସକାଳ ଜଳଖିଆରେ ଅଣ୍ଡା, ମାଂସ, ପନିର ଆଦିକୁ ବାଦ୍‌ ଦେବା ଭଲ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+