କିଛି ଦିନ ତଳେ ସୁନା ଦର ଲକ୍ଷେ ତଳକୁ ଖସିଥିବା ଏବେ ପୁଣି ଲକ୍ଷେ ଟଙ୍କା ପାର୍‌ ହୋଇଛି ସୁନା ଦାମ୍‌ । ୪ ଅଗଷ୍ଟ ଅର୍ଥାତ୍‌ ସୋମବାର

କିଛି ଦିନ ତଳେ ସୁନା ଦର ଲକ୍ଷେ ତଳକୁ ଖସିଥିବା ଏବେ ପୁଣି ଲକ୍ଷେ ଟଙ୍କା ପାର୍‌ ହୋଇଛି ସୁନା ଦାମ୍‌ । ୪ ଅଗଷ୍ଟ ଅର୍ଥାତ୍‌ ସୋମବାର ପୁଣି ବଢିଛି ସୁନା ଦାମ୍‌ ।

୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୧,୪୦୦ ଟଙ୍କା ରହିଛି । ଗତକାଲି ୧,୦୧,୩୫୦ ଟଙ୍କା ଥିଲା । ଏଥିରେ ୫୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୨,୯୫୦ ଟଙ୍କା ରହିଛି । ଗତକାଲି ୯୨,୯୦୦ ଟଙ୍କା ଥିଲା । ଏଥିରେ ୫୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୭୬,୦୫୦ ଟଙ୍କା ରହିଛି । ଗତକାଲି ୭୬,୦୧୦ ଟଙ୍କା ଥିଲା । ଏଥିରେ ୪୦ ଟଙ୍କା ବୃଦ୍ଧି ହୋଇଛି ।
ରୁପା ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୨,୩୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୨,୩୦୦ ଟଙ୍କା ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+