ପୁଣି କମିଲା ସୁନା ଦାମ୍‌ ; ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୭,୬୯୦ ଟଙ୍କା

ପୁଣି କମିଲା ସୁନା ଦାମ୍‌ । ଜୁନ୍‌ ୯ ଅର୍ଥାତ୍‌ ସୋମବାର କମିଛି ସୁନା ଦାମ୍‌ ।

୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୭,୬୯୦ ଟଙ୍କା ରହିଛି । ଗତକାଲି ୯୭,୯୭୦ ଟଙ୍କା ଥିଲା । ଏଥିରେ ୨୮୦ ଟଙ୍କା ହ୍ରାସ ହୋଇଛି ।

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୮୯,୫୫୦ ଟଙ୍କା ରହିଛି । ଗତକାଲି ୮୯,୮୦୦ ଥିଲା । ଏଥିରେ ୨୫୦ ଟଙ୍କା ହ୍ରାସ ହୋଇଛି ।

Gold prices drop again

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୩,୨୭୦ ଟଙ୍କା ରହିଛି । ଗତକାଲି ଏହା ୭୩,୪୮୦ ଟଙ୍କା ଥିଲା । ଏଥିରେ ୨୧୦ ଟଙ୍କା ହ୍ରାସ ହୋଇଛି ।

ସେହପରି ରୁପା ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧,୮୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୧,୮୦୦ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+