ପୁଣି ବଢିଲା ସୁନା ଦାମ୍‌; ଏକାଥରେ ବଢ଼ିଲା ୨୭୦୦ ଟଙ୍କା

ଚିନ୍ତା ବଢ଼ାଇଲା ସୁନା ଦର। ଏକାଥରେ ବଢ଼ିଲା ୨୭୦୦ ଟଙ୍କା। ଯାହାକୁ ନେଇ ଚିନ୍ତାରେ ଲୋକେ।

କିଛି ଦିନ ହେବ ସୁନା ଓ ରୁପା ଦର କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା। ଯାହାକୁ ନେଇ ଆକଳନ କରାଯାଉଥିଲା କି, ସୁନା ୫୪ ହଜାର ହୋଇଯିବ।

ଏପ୍ରିଲ ୧୦ ଅର୍ଥାତ୍‌ ଗୁରୁବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୩,୩୮୦ ଟଙ୍କା ରହିଛି । ଗତକାଲି ଏହା ୯୦,୪୪୦ ଟଙ୍କା ଥିଲା । ଏଥିରେ ପ୍ରାୟ ୨,୯୪୦ ଟଙ୍କା ବୃଦ୍ଧି ହୋଇଛି ।

Gold price increased again

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୫,୬୦୦ ରହିଛି । ଗତକାଲି ଏହା ୮୨,୯୦୦ ରହିଥିଲା । ଏଥିରେ ୨୭୦୦ ଟଙ୍କା ବୃଦ୍ଧି ହୋଇଛି ।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୦,୦୪୦ ଟଙ୍କା ରହିଛି । ଗତକାଲି ଏହା ୬୭,୮୩୦ ଟଙ୍କା ଥିଲା । ଏଥିରେ ୨,୨୧୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୪୦୦ ରହିଛି । ଗତକାଲି ଏହା ୧୦,୨୦୦ ଥିଲା । ଏଥିରେ ୨୦୦ ଟଙ୍କା ବୃଦ୍ଧି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+