Get Updates
Get notified of breaking news, exclusive insights, and must-see stories!

ଗରୁଡ ପୂରାଣ ଅନୁସାରେ ହିନ୍ଦୁ ଧର୍ମ ସମ୍ବନ୍ଧୀୟ ୭ ଟି ସତ୍ୟ, ଯାହା କେହି ଜାଣି ନାହାନ୍ତି

ହିନ୍ଦୁଶାସ୍ତ୍ରରେ ଏମିତି ଜ୍ଞାନ ଲୁଚିକି ରହିଛି ଯାହାର ଅନୁସରଣ କରି କେହିବି ମନୁଷ୍ୟ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇପାରିବ । ହିନ୍ଦୁଧର୍ମରେ ୧୮ ଟି ପୁରାଣକୁ ବହୁତ ପବିତ୍ର ଓ ମହତ୍ଵ ଦିଆଯାଇଛି । ଏହି ୧୮ ଟି ପୂରାଣ ମଧ୍ୟରେ ଗୋଟେ ହେଉଛି ଗରୁଡ ପୂରାଣ ମୃତ୍ୟୁ ବେଳେ ପଢାଯାଏ କାରଣ ସେହି ବ୍ୟକ୍ତିର ମୋକ୍ଷ ପ୍ରାପ୍ତି ପାଇଁ ହୋଇଥାଏ । କିନ୍ତୁ ଏହି ପୁରାଣରେ ଆତ୍ମାର ରହସ୍ୟ ଛଡା ଜୀବନ ସହିତ ଜଡିତ କିଛି ରହସ୍ୟ ଲୁଚି ରହିଛି । ଏହି କଳିଯୁଗରେ ମନୁଷ୍ୟ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ ।

ଏହି ପୁରାଣରେ କିଛି ଏମିତି କଥାର ଉଲେଖ କରାଯାଇଛି ଯେଉଁ ଗୁଡିକ ପ୍ରାଣୀ ମାନଙ୍କ ପାଇଁ ବର୍ଜିତ ଅଛି । ଯଦି କେହି ତାକୁ ଜନତାରେ କି ଅଜାଣତରେ କରିଥାଏ ନିଶ୍ଚିତ ଭାବରେ ତାର ବର୍ବାଦି ସମ୍ଭବ ହୋଇଥାଏ ।

garuda purana 7 truths about Hinduism

ଏମିତି କେଉଁ କଥା ଥାଏ ଯାହା ଉପରେ ଆମକୁ ଧ୍ୟାନ ଦେବାକୁ ପଡିଥାଏ । ଗରୁଡ ପୁରାଣର ନୀତିସାରରେ କୁହାଯାଇଛିକି ଶତ୍ରୁ ମାନଙ୍କ ସହିତ ସାମ୍ନା କରିବା ପାଇଁ ସତର୍କତା ଓ ଚତୁର ହେବାର ସହାୟତା ନେବା ଉଚିତ । ସେଇ ଶତ୍ରୁ ଲଗାତାର ଆମକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥାଏ ଯଦି ଆମେ ଚତୁରତା ଦେଖାଇବା ନହିଁ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯେଉଁପରି ଶତ୍ରୁ ହୋଇଥିବା ଆମକୁ ଆମର କୁଟିଳ ଯୋଜନାର ଉପଯୋଗ କରି ତା ଉପାଏ କାବୁ ପାଇବାକୁ ହେବ ।

ଯଦି ଆପଣ ଧନୀ ଓ ସୌଭାଗ୍ୟଶାଳୀ ହେବାକୁ ଚାହୁଁଛନ୍ତିତ ଆପଣ ସଫାସୁତୁରା , ସୁନ୍ଦର ଓ ସୁଗନ୍ଧିତ ବସ୍ତ୍ର ପିନ୍ଧନ୍ତୁ । ଗରୁଡ ପୁରାଣ ଅନୁସାରେ ସେଇ ଲୋକଙ୍କ ସୌଭାଗ୍ୟ ନଷ୍ଟ ହୋଇଥାଏ ଯେଉଁ ମାନେ ଖରାପ ବସ୍ତ୍ର ପିନ୍ଧିଥାନ୍ତି । ଏମିତି ଲୋକ ପାଖରେ ଲକ୍ଷ୍ମୀ ମାତା କେବେବି ବାସ କରନ୍ତି ନହିଁ । ସେମାନଙ୍କ ଘରେ ଦରିଦ୍ରତାର ନିବାସ ହୋଇଥାଏ । ବହୁତାବର ଏମିତି ଦେଖାଯାଇଛି ଯେଉଁ ଲୋକ ଧନ, ଓ ସୁଖ ସମ୍ପତି ଓ ସୁବିଧାରେ ରହିଥାନ୍ତି ।ତାପରେ ମଧ୍ୟ ମଇଳା କପଡା ପିନ୍ଧିଥାନ୍ତି ତାଙ୍କର ଧନ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥାଏ । କେମିତି କଠିନ ପ୍ରଶ୍ନ ମଧ୍ୟ ହୋଇଥାଉ ବିଦ୍ୟା ହେଉ କି କୌଣସି କଥାକୁ ମନେପକାଇବା କଥା ହେଉ ନା କାହିଁକି ପ୍ରତିଦିନ ଅଭ୍ଯାସ ଦ୍ଵାରା ସେଥିରେ ପାରଙ୍ଗମ ହୋଇପାରିବେ ।

ଏହାର ଠିକ ବିପରୀତ ଯଦି ଅଭ୍ୟାସର ଅଭାବ ହୁଏ ବହୁତ ଭଲ ବିଦ୍ୟା ମଧ୍ୟ ଗୋଟେ ଦିନ ନଷ୍ଟ ହୋଇଥାଏ । ଆମର ମନ ଓ ମସ୍ତିସ୍କ ସେଇ କଥାକୁ ଭୁଲିବାକୁ ଲାଗିଥାଏ, ସେଥିପାଇଁ ଏହି ପୁରାଣରେ କୁହାଯାଇଛି ଜ୍ଞାନ ଓ ବିଦ୍ୟାକୁ ସୁରକ୍ଷିତ ରଖିବା ପାଇଁ ଆମକୁ ସବୁବେଳେ ଅଭ୍ୟାସ କରିବାର ଆବଶ୍ୟକ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+