ଗଣେଶଙ୍କ ମୂର୍ତ୍ତି କିଣିବା ସମୟରେ ଧ୍ୟାନ ଦିଅନ୍ତୁ ଏହି ସବୁ ଜିନିଷ ଉପରେ

Ganesh Chaturthi 2022:ଗଣେଶଙ୍କ ମୂର୍ତ୍ତି କିଣିବା ସମୟରେ ଧ୍ୟାନ ଦିଅନ୍ତୁ ଏହି ସବୁ ଜିନିଷ ଉପରେ

ଭୁବନେଶ୍ୱର: କରୋନା ମହାମାରୀ ପରେ ଏଥର ବେଶ୍ ଧୂମଧାମରେ ସାରା ଦେଶରେ ପାଳନ ହେବ ଗଣେଶ ପୂଜା । ଚଳିତ ବର୍ଷ ୩୧ ଅଗଷ୍ଟ ଦିନ ଗଣେଶ ଚତୁର୍ଥୀ ପାଳନ କରାଯିବ । ଗଣେଶ ଭଗବାନଙ୍କ ଜନ୍ମ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ହୋଇଥିଲା ଏବଂ ଏହି ଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଏ । ଅନେକ ଲୋକ ନିଜ ଘରେ ବିଘ୍ନବିନାଶକଙ୍କ ମୂର୍ତ୍ତି ରଖି ପୂଜା କରିଥାନ୍ତି । ତେବେ ଭଗବାନଙ୍କ ମୂର୍ତ୍ତି କିଣିବା ସମୟରେ ଆପଣ ଏହି ସମସ୍ତ ଜିନିଷ ଉପରେ ଧ୍ୟାନ ଦିଇନ୍ତୁ । ଜ୍ୟୋତିଷ ଶାସ୍ତ୍ର ମୁତାବକ, ଗଣେଶଙ୍କ ଅଲଗା ଅଲଗା ମୂର୍ତ୍ତିର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ଚାକିରି କିମ୍ବା ବ୍ୟବସାୟ ସମ୍ବନ୍ଧିତ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଗଣେଶଙ୍କ ସିନ୍ଦୁରୀ ସ୍ୱରୂପ ମୂର୍ତ୍ତି ସ୍ଥାପନ କରିବା ଉଚିତ୍‌। ଯଦି ଏମିତି ମୂର୍ତ୍ତି ଆପଣ ସ୍ଥାପନ କରିବେ, ତା' ହେଲେ ଆପଣଙ୍କ ଭାଗ୍ୟର ତାଲା ଖୋଲିଯିବ ।

Ganesh

.ଗଣପତିଙ୍କ ବସିଥିବା ମୂର୍ତ୍ତି କିଣିବା ଉଚିତ୍ । ଗଣେଶ ଚତୁର୍ଥୀରେ ଏହି ପ୍ରକାର ମୂର୍ତ୍ତି ପୂଜା କରିବା ଅତ୍ୟନ୍ତ ଶୁଭ ମନାଯାଏ । ତେବେ ବପ୍ପାଙ୍କ ବସିଥିବା ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ସ୍ଥାୟୀ ଲାଭ ମିଳିଥାଏ ।

.ବାସ୍ତୁ ଶାସ୍ତ୍ର ଅନୁସାରେ, ବପ୍ପାଙ୍କ ନୃତ୍ୟରତ ମୂର୍ତ୍ତି ଘରକୁ ଆଣିବା ଅନୁଚିତ୍ । ଏପରି ମୂର୍ତ୍ତି ଆଣିବା ଦ୍ୱାରା ଘରେ କଳି, ଝଗଡ଼ା ବଢ଼ିଥାଏ । ଘରରେ ଅଶାନ୍ତିର ମୋହଲ ଲାଗି ରହିଥାଏ ।

ganesh

. ଶାସ୍ତ୍ର ଅନୁସାରେ, ଗଣେଶଙ୍କ ଭିନ୍ନ ଭିନ୍ନ ମୂର୍ତ୍ତିର ବିଭିନ୍ନ ମହତ୍ତ୍ୱ ରହିଛି। ଚାକିରି କିମ୍ବା ବ୍ୟବସାୟ କରୁଥିବା ବ୍ୟକ୍ତି ଗଣେଶଙ୍କ ସିନ୍ଦୁରୀ ସ୍ୱରୂପ ମୂର୍ତ୍ତି ସ୍ଥାପନ କରିବା ଉଚିତ୍‌। ଏପରି ମୂର୍ତ୍ତି ସ୍ଥାପନ କରିବା ଦ୍ୱାରା ସମସ୍ୟା ଦୁର ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+