ଆଣ୍ଠୁ ଯନ୍ତ୍ରଣାରୁ ଆରାମ ପାଇଁ ଜଡ଼ା ତେଲ

ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏବେ ପିଲାଙ୍କଠୁ ନେଇ ବୟସ୍କ ପ୍ରତ୍ୟେକଙ୍କ କ୍ଷେତ୍ରରେ ଦେଖୁବାକୁ ମିଳୁଛି । ଏହାର ପ୍ରମୁଖ କାରଣ ଶରୀରରେ ପୋଷକ ତତ୍ତ୍ୱର ଅଭାବ। ଏହାଦ୍ୱାରା ଅସ୍ଥି ସବୁ ଦୁର୍ବଳ ହୋଇଯାଏ ଏବଂ ଯନ୍ତ୍ରଣା ସୃଷ୍ଟିହୁଏ । ଯଦି ସଠିକ୍ ଢଙ୍ଗରେ ଆଣ୍ଠୁ ଯନ୍ତ୍ରଣାର ଉପଶମ କରାନଯାଏ, ତେବେ ଏହା ଭୟଙ୍କର ରୂପ ନେଇଥାଏ ।

ତେଣୁ ଏଥିରୁ ଆରାମ ପାଇବାକୁ ଚାହୁଁଥିଲେ ଜଡ଼ା ତେଲ ବେଶ୍ ଉପକାରୀ। ମହଙ୍ଗା ଔଷଧ ସେବନଠାରୁ ବି ଏହା ବିଶେଷ ଫଳପ୍ରଦ। ଏଥିପାଇଁ ପ୍ରଥମେ ଉଷୁମ ଜଡ଼ାତେଲ ଯନ୍ତ୍ରଣା ସ୍ଥାନରେ ମାଲିସ୍ କରିବାକୁ ପଡ଼େ । ପରେ ଗରମ ପାଣିରେ କପଡ଼ା ଭିଜାଇ ଉକ୍ତ ସ୍ଥାନରେ ସେକ ଦେଲେ ଯନ୍ତ୍ରଣାରୁ ଲାଘବ ମିଳେ।

knee pain

ଏହି ତେଲ ବ୍ୟବହାର ଦ୍ବାରା ଶରୀରରେ ପ୍ରାକୃତିକ ରୂପରେ ଲିମ୍ଫୋସାଇଟ୍‌ର ସଂଖ୍ୟା ବୃଦ୍ଧିପାଏ । ଲିମ୍ଫୋସାଇଟ୍ ରୋଗପ୍ରତିରୋଧକ କ୍ଷମତା ବଢ଼ାଇଥାଏ। ଏହା ପୁରୁଣା କ୍ଷତ ଏବଂ ଯନ୍ତ୍ରଣାକୁ ଲାଘବ କରିବାରେ ସହାୟକ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+