ଅଧିକ ମାତ୍ରାରେ କ୍ଷୀର ପିଉଛନ୍ତି କି ?
କ୍ଷୀର ପିଇବା ସାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷୀର ପିଇବାକୁ ପରାମର୍ଶ ଦିଅନ୍ତି । କ୍ଷୀରରେ ଅନେକ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ, ଯାହାକି ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ । ଏଥିରେ କ୍ୟାଲସିୟମ୍, ପ୍ରୋଟିନ୍, ପୋଟାସିୟମ୍, ଭିଟାମିନ୍ - ଏ, ଡି ରହିଛି । କ୍ଷୀରରେ କ୍ୟାଲସିୟମ ଥିବାରୁ ଏହା ହାଡ ଏବଂ ଦାନ୍ତକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏହା ମାଂସପେଶୀ କୁ ସୁଦୃଢ କରିବାରେ ମଧ୍ୟ ସାହାଯ୍ୟ କରେ । ବିଶେଷଜ୍ଞମାନେ କହିଛନ୍ତି ଯେ କ୍ଷୀର ପିଇବା ଦ୍ୱାରା କ୍ଷତି ବହୁତ ଅଳ୍ପ, କିନ୍ତୁ ଏହା ନିଶ୍ଚିତ ଭାବରେ ସାସ୍ଥ୍ୟ ପ୍ରତି କିଛିଟା ସମସ୍ୟା ସୃଷ୍ଟି କରିପାରେ ।
ଲିଭର ଓ କିଡନୀ ପାଇଁ ବିପଦ ହୋଇପାରେ କ୍ଷୀର । ବିଶେଷଜ୍ଞମାନେ କହିଛନ୍ତି କି ବେଳେବେଳେ କ୍ଷୀର ପିଇବା ଦ୍ୱାରା ଲିଭର ଓ କିଡନୀ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏହାର ମୁଖ୍ୟ କାରଣ ହେଉଛି କ୍ଷୀରରେ --ମିଶୁଥିବା ଅନେକ ସାମଗ୍ରୀ । ଯଦି ଲଗାତାର ଅନେକ ମାସରୁ ସେହି କ୍ଷୀରକୁ ପିଉଛନ୍ତି, ତେବେ ଏହାର ପ୍ରଭାବ ଲିଭର ଏବଂ କିଡନୀ ଉପରେ ପଡିପାରେ । ଏହା ସହ ଅନ୍ୟାନ୍ୟ ସାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ ।

କ୍ଷୀରରେ ଲାକ୍ଟୋଜ୍ ଥିବାରୁ ଏହା ହଜମ ଶକ୍ତି ସହ ଜଡିତ ଥିବା ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ। ତେବେ କିଛି ଲୋକଙ୍କଠାରେ କ୍ଷୀର ପିଇବା ଦ୍ୱାରା ଗ୍ୟାସ୍, ପେଟ ଫୁଲିବା, ପେଟ ଯନ୍ତ୍ରଣା ଏବଂ ବାନ୍ତି ଭଳି ସମସ୍ୟା ଦେଖାଦେଇଥାଏ । ଅଧିକ ପରିମାଣରେ କ୍ଷୀର ପିଇବା ଉଚିତ୍ ନୁହେଁ କୌଣସି ଖାଦ୍ୟ ଅଧିକ ମାତ୍ରାରେ ଖାଇବା ସାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ସେଥିପାଇଁ କ୍ଷୀର ମଧ୍ୟ ଖାଦ୍ୟ ସହିତ ସମାନ । ଏଥିପାଇଁ ବିଶେଷଜ୍ଞମାନେ କ୍ଷୀରକୁ ଅଧିକ ନପିଇବାକୁ ପରାମର୍ଶ ଦିଅନ୍ତି । ବିଶେଷକରି ସେହି ପିଲାମାନେ, ଯେଉଁମାନେ କ୍ଷୀରରେ ମିଳୁଥିବା କେସିନ୍ ପ୍ରୋଟିନକୁ ହଜମ କରିପାରନ୍ତି ନାହିଁ । କାହିଁକି ନା ଏହା ସେମାନଙ୍କ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications