ଭୁଲ୍‌ରେ ବି ଅନ୍ୟର ଏହିସବୁ ଜିନିଷ ବ୍ୟବହାର କରନ୍ତୁ ନାହିଁ, ଆସିପାରେ ଏହିସବୁ.....

କିଛି ଲୋକ କେବେ ହେଲେ ବି ସନ୍ତୁଷ୍ଟ ହୋଇନଥାନ୍ତି । ସେମାନେ ଅନ୍ୟର ଜିନିଷ ଦେଖିଲେ ଲୋଭ ସମ୍ଭାଳି ପାରନ୍ତି ନାହିଁ । ସବୁବେଳେ ଅନ୍ୟମାନଙ୍କ ଜିନିଷ ମାଗିକରି ପିନ୍ଧିଥାନ୍ତି । କିନ୍ତୁ କିଛି ବିଶେଷ ସ୍ଥିତିରେ ଏହା କରିବା ଠିକ୍ କିନ୍ତୁ ପ୍ରତ୍ୟେକ ସମୟରେ ଅନ୍ୟର ଜିନିଷ ବ୍ୟବହାର କରିବା ଜୀବନରେ ସମସ୍ୟା ସୃଷ୍ଟି କରିଥାଏ ।

ଅନ୍ୟର ଜିନିଷ ବ୍ୟବହାର କରିବା ଦ୍ୱାରା ନଳାରାତ୍ମକ ଉତ୍ସ ମଧ୍ୟ ସାଥିରେ ଆସିଥାଏ ଏବଂ ଅନେକ ପ୍ରକାରର କ୍ଷତି ପହଞ୍ଚାଇଥାଏ । ବାସ୍ତୁ ଶାସ୍ତ୍ରରେ ଅନ୍ୟର କିଛି ଜିନିଷ ବ୍ୟବହାର କରିବାକୁ ବାରଣ କରାଯାଇଛି । ବାସ୍ତୁ ଶାସ୍ତ୍ର ଅନୁଯାୟୀ, କେବେ ବି ଅନ୍ୟର ପୋଷାକ ପିନ୍ଧିବା ଉଚିତ ନୁହେଁ । ଏହାଦ୍ୱାରା ସେହି ବ୍ୟକ୍ତିଙ୍କ ନକାରାତ୍ମକ ଉତ୍ସ ଆପଣଙ୍କ ନିକଟକୁ ଆସିଯାଇଥାଏ ।

ଯାହା ଅନେକ ପ୍ରକାରର କ୍ଷତି ଘଟାଇଥାଏ । ଏହା ବ୍ୟତୀତ ସାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଏହା କରିବା ଉଚିତ ନୁହେଁ । ଅନ୍ୟର ପୋଷାକ ପିନ୍ଧିବା ଦ୍ୱାରା ଚର୍ମଗତ ସମସ୍ୟା ଦେଖାଯାଇଥାଏ । ଘଣ୍ଟା କେବଳ ସମୟ ସହ ଜଡିତ ନୁହେଁ ବରଂ ଆପଣଙ୍କ ଜୀବନର ଭଲ ଏବଂ ଖରାପ ସମୟ ସହ ମଧ୍ୟ ଜଡିତ । କେବେ ବି ଅନ୍ୟର ଘଣ୍ଟା ମାର୍ଗ କରି ପିନ୍ଧନ୍ତୁ ନାହିଁ ।

shoes

ନଚେତ ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇଯିବ । ଜୋତା ଏବଂ ଚପଲର ସମ୍ପର୍କ ଶନିଙ୍କ ସହ ରହିଛି ବୋଲି ବିଶ୍ୱାସ କରାଯାଏ । ଅନ୍ୟମାନଙ୍କର ଜୋତା ଏବଂ ଚପଲ ପିନ୍ଧିବା ଦ୍ୱାରା ସେମାନଙ୍କ ଶନି ଦସାର ପ୍ରଭାବ ଆପଣଙ୍କ ଜୀବନରେ ପଢିବା ଆରମ୍ଭ କରିଥାଏ । ଏଥିପାଇଁ ଅନ୍ୟମାନଙ୍କ ଜୋତା ଏବଂ ଚପଲ ବ୍ୟବହାର କରନ୍ତୁ ନାହିଁ ।

ଅଳଙ୍କାର ସୌଭାଗ୍ୟର ସଙ୍କେତ ବୋଲି ବିଶ୍ୱାସ କରାଯାଏ । ନିଜ ଅଳଙ୍କାର କାହାକୁ ପିନ୍ଧିବାକୁ ଦେବା ଉଚିତ ନୁହେଁ କି ଅନ୍ୟର ଅଳଙ୍କାର ବ୍ୟବହାର କରିବା ଉଚିତ ନୁହେଁ । ନଚେତ ଏହାର ନକାରାତ୍ମକ ପ୍ରଭାବ ସ୍ୱାସ୍ଥ୍ୟ, ଆର୍ôଥକ ସ୍ଥିତି ଆଦି ଉପରେ ପଡିଥାଏ । ବାସ୍ତୁ ଶାସ୍ତ୍ରରେ କାହାର କଲମ ନେବା ମଧ୍ୟ ବାରଣ କରାଯାଇଛି । ଏହା କରିବା ଦ୍ୱାରା କ୍ୟାରିୟର ବ୍ୟବସାୟ ଏବଂ ଆର୍ôଥକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+