ରାତିରେ ଶୋଇବା ପୂର୍ବରୁ କରନ୍ତୁ ନାହିଁ ଏହି ଭୁଲ୍‌ !

ଆମ ଶରୀରକୁ ଭଲ ରଖିବା ପାଇଁ ଦୈନଦିନ ଜୀବନରେ ଆମେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଉ । ଅନେକ ସମୟରେ ଆମେ ଦେଖିଥାଉ ଯେ ଲୋକମାନେ ଶୋଇବା ପୂର୍ବରୁ ବେଶି ପାଣି ପିଇଥାନ୍ତି । ସେଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଥାଏ । ଏହାରେ ଦିଆଯାଇଛି, ବେଶି ପାଣି ପିଇଲେ ଶରୀରକୁ କ'ଣ ପ୍ରଭାବ ପକେଇଥାଏ ।


ନିଦ ଖରାପ ହୁଏ

ରାତିରେ ଅଧିକ ପାଣି ପିଇବା ଦ୍ୱାରା ବାରମ୍ବାର ୱାସରୁମ ଯିବାକୁ ପଡିଥାଏ । ଫଳରେ ବାରମ୍ବାର ଉଠିବା ଦ୍ୱାରା ନିଦରେ ବ୍ୟାଘାତ ଘଟେ । ଥରେ ନିଦ ଭାଂଗିଲେ ପୁଣି ନିଦ ଯିବା ସହଜ ହୋଇନଥାଏ ।

sleep

କିଡନୀ ଉପରେ ଖରାପ ପ୍ରବାଭ ପକାଏ-

ଶୋଇବା ପୂର୍ବରୁ ବେଶି ପାଣି ପିଇବା ଦ୍ୱାରା କିଡିନୀ ଉପରେ ନକରାତ୍ମକ ପ୍ରଭାବ ପକେଇ ଥାଏ । କାରଣ ଏହି ସମୟରେ ଶରୀର ସକ୍ରିୟ ନଥାଏ । ସେଥିପାଇର୍ ବେଶି ପାଣି ପିଇବା ଠିକ୍ ନୁହେଁ । ଏହା ଶରୀରକୁ ପ୍ରଭାବିତ କରିଥାଏ ।

ମୂତ୍ରାଶୟରେ ପ୍ରଭାବ ପକେଇ ଥାଏ -

ଦିନବେବଳେ ଆମେ ସବୁବେଳେ କିଛି ନା କିଛି କାମ କରିଥାଉ କିନ୍ତୁ ରାତିରେ ଆମେ ସେତିକି କାମ କରିନଥାଉ । ସେଥିପାଇଁ ଶୋଇବା ପୂର୍ବରୁ ବେଶି ପାଣି ପିଇବା ଉଚିତ୍ ନୁହେଁ ,କାରଣ ଆପଣ ବାରମ୍ବାର ପରିସ୍ରା ଯିବା ଦ୍ୱାରା ଆପଣଙ୍କ ମୂତ୍ରାଶୟରେ ଖରାପ ପ୍ରଭାବ ପଡିବ । ସେଥିପାଇଁ ରାତିରେ ବେଣି ପାଣି ପିଅନ୍ତୁ ନାହିଁ ।

ସୋଡୟମ୍ ସ୍ତର କମିଯିବ -

ଶୋଇବା ପୂର୍ବରୁ ଯଦି ବେଶି ପାଣି ପିଅନ୍ତି ତ ଏହା ଶରୀରର ସୋଡିୟମ୍ ସ୍ତରକୁ କମାଇ ଦେଇପାରେ । ଯାହା ଫଳରେ ମସ୍ତିଷ୍କର ନର୍ଭସ ସିଷ୍ଟମ ଖରାପ ହେବାର ସମ୍ଭାବନା ଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+