ସକାଳେ ଖାଲି ପେଟରେ ଗ୍ରୀନ୍ ଟି ପିଉଛନ୍ତି କି?

ଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଗ୍ରୀନ ଟି । ଓଜନ ହ୍ରାସ କରିବାରେ ଏହା ବହୁତ ପ୍ରଭାବଶାଳୀ । ଅଧିକାଂଶ ସମୟରେ ଡାକ୍ତର ଗ୍ରୀନ ଟି ଖାଲି ପେଟରେ ପିଇବାକୁ ମନା କରନ୍ତି । ଗ୍ରୀମ ଟିରେ ଟାନିନ ଏବଂ ପଲିଫେନୋଲ ଥାଏ, ଯାହା ଖାଲି ପେଟରେ ପିଇଲେ ପେଟରେ ଏସିଡ ସୃଷ୍ଟି କରେ । ବଦହଜମୀ, ବାନ୍ତି ଭଳି ସମସ୍ୟା ସୃଷ୍ଟି ହୁଏ । ଚାକ୍ତରଙ୍କ କହିବା ଅନୁସାରେ ସକାଳେ ହାଲୁକା ଖାଦ୍ୟ ଖାଇସାରିବା ପରେ ଗ୍ରୀନ ଟି ପିଇବା ଉଚିତ ।

Do you drink green tea on an empty stomach in the morning

କିଛି ଲୋକ ବ୍ୟାୟାମ ପୂର୍ୱରୁ କିମ୍ବା ପରେ ଗ୍ରୀନ ଟି ପିଇବାକୁ ପସନ୍ଦ କରନ୍ତି । କାରଣ ଏହା ଶରୀରକୁ ସତେଜ ରଖିବା ସହିତ ଷ୍ଟାମିନା ବୃଦ୍ଧି କରିବାରେ ସାହାଯ୍ୟ କରେ । ସାଧାରଣତଃ ଦିନକୁ ୨ରୁ ୩ କପ ଗ୍ରୀନ ଟି ପିଇବା ଯଥେଷ୍ଟ ଭଲ ବୋଲି ବିବେଚନା କରାଯାଏ । ଅତ୍ୟଧିକ ସବୁଜ ଚା ପିଇବା ଦ୍ୱାରା ପେଟ ଖରାପ, ଅନିଦ୍ରା, ଏବଂ ଯକୃତ ଉପରେ ଚାପ ପରି ସମସ୍ୟା ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+