ମଙ୍କିପକ୍ସ ହେଲେ ଭୁଲରେ କରନ୍ତୁ ନାହିଁ ଏହି କାର୍ଯ୍ୟ
Monkey Pox: ବର୍ତ୍ତମାନ ସାରା ବିଶ୍ୱରେ ମଙ୍କିପକ୍ସ ଚିନ୍ତା ବଢାଇବାରେ ଲାଗିଛି । ଏହାକୁ Mpox ବୋଲି ମଧ୍ୟ କୁବାଯାଏ । ଏହା ଏକ ଭାଇରାଲ ଭୂତାଣୁ ଯାହା ମୂଷା ଏବଂ ବିଶେଷକରି ମାଙ୍କଡ଼ଙ୍କ ଦ୍ୱାରା ମନୁଷ୍ୟକୁ ସଂକ୍ରମିତ ହୋଇଥାଏ । ମଙ୍କିପକ୍ସର ଚିକେନ୍ ପକ୍ସ ସହ ସମାନ । ଏହାର ପ୍ରାଥମିକ ଲକ୍ଷଣରେ ପୂରା ଶରୀରରେ ନାଲି ରଙ୍ଗର ଦାଗ ଦେଖିବାକୁ ମିଳିଥାଏ । ଏହାଛଡ଼ା ନିମୋନିଆ, ଥଣ୍ଡା, ଜ୍ୱର, ଶରୀରରେ ଯନ୍ତ୍ରଣା, ଅବସାଦ, ମୁଣ୍ଡବ୍ୟଥା, ବାନ୍ତି, ପେଟବ୍ୟଥା ଓ ଝାଡ଼ା ଆଦି ଲକ୍ଷଣ ମଧ୍ୟ ଦେଖା ଦେଇଥାଏ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଏହାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ମାତ୍ରେ ଚିକିତ୍ସା ଆରମ୍ଭ କରିବା ଉଚିତ । ତେବେ ଆମର ଏହି ଆର୍ଟିକିଲରେ ଆପଣ ଜାଣିପାରିବେ ଯେ, ମଙ୍କିପକ୍ସରେ କ'ଣ କରିବା ଉଚିତ ଓ କଣ କରିବା ଉଚିତ୍ ନୁହେଁ ।

ଏହି ରୋଗ ଆରମ୍ଭ ଜାନୁଆରୀରୁ ଆରମ୍ଭ ହୋଇଥିଲା। ଯାହା ପରେ କଙ୍ଗୋରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିଲା । ଏପର୍ଯ୍ୟନ୍ତ 4500 ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ପ୍ରାୟ 300 ଲୋକଙ୍କର ମୃତ୍ୟୁ ଘଟିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା ତିନି ଗୁଣ ଅଧିକ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ମଙ୍କିପକ୍ସର ଚିହ୍ନ ପ୍ରଥମେ ଜଙ୍ଘ ଏରିଆରେ ଦେଖିବା ପାଇଁ ମିଳିଥାଏ । ଏହା ପରେ ଛାତି, ହାତ ଏବଂ ଗୋଡରେ ମଧ୍ୟ କ୍ଷତ ଦାଗ ଦେଖିବା ପାଇଁ ମିଳିଥାଏ । ପରେ ଏହା ପୁରା ଦେହରେ ବ୍ୟାପିଯାଇଥାଏ ।
ଭୁଲ୍ କରନ୍ତୁ ନାହିଁ ଏହି କାର୍ଯ୍ୟ
Mpoxର ଲକ୍ଷଣ ଆପଣ ରୋଗୀ ସଂସ୍ପର୍ଶରେ ଆସିବାର 3 ରୁ 17 ଦିନ ମଧ୍ୟରେ ଦେଖିବା ପାଇଁ ମିଳିଥାଏ । Mpoxର ଲକ୍ଷଣ 2 ରୁ 4 ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ଏହି ସମୟରେ ଜ୍ୱରରୁ ହୋଇଥାଏ, ଏହା ପରେ ପୁଣି ଚର୍ମ ଉପରେ ଲାଲ୍ ଦାଗ ହୋଇଯାଏ । ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା ଏବଂ ପିଠି ଯନ୍ତ୍ରଣା, ଥଣ୍ଡା, ହୋଇଥାଏ । ଯଦି ଆପଣ ନିଜ ଶରୀରରେ ଘା 'ଦେଖନ୍ତି, ଭୁଲରେ ଏହାକୁ କୁଣ୍ତାନ୍ତୁ ନାହିଁ । କାରଣ କୁଣ୍ତେଇବା ଦ୍ୱାରା ଏହାର ଚିହ୍ନ ଶରୀରେ ରହିଯାଇଥାଏ । ସେହିପରି ଯଦି ଆପଣ ଏହାକୁ ଅଧିକ ସ୍ପର୍ଶ କରନ୍ତି ତେବେ ଏହା ଅନ୍ୟ ଜଣକୁ ମଧ୍ୟ ବ୍ୟାପିପାବାର ଭଲ ରହିଥାଏ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications