ପୁରୁଷଙ୍କ ଠାରେ ଅଧିକ ଦେଖାଯାଏ ଏହି କର୍କଟ
ସାରା ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହି ରୋଗ ହେତୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ତେବେ ପୁରୁଷଙ୍କ ମଧ୍ୟରେ ଫୁସଫୁସ, ଓରାଲ କ୍ୟାନ୍ସର ବା ମୁହଁ କର୍କଟ ଏବଂ ପ୍ରୋଷ୍ଟେଟ କର୍କଟ ହେବାର ଆଶଙ୍କା ସର୍ବାଧିକ ରହିଛି । ନିକଟରେ କର୍କଟ ସମ୍ବନ୍ଧୀୟ ଏକ ରିପୋର୍ଟ ଚିନ୍ତାର ବିଷୟ ପାଲଟିଛି ।
ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ ଭାରତରେ ମସ୍ତିସ୍କ ଏବଂ ବେକ କର୍କଟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିଲ୍ଲୀର ଏନଜିଓ କ୍ୟାନସର ଫ୍ରି ଇଣ୍ଡିଆ ଫାଉଣ୍ଡେସନର ଏହି ଅଧ୍ୟୟନରେ କୁହାଯାଇଛି ଯେ ଦେଶରେ ଅତି କମରେ 26% କର୍କଟ ରୋଗୀ ମୁଣ୍ଡ ଏବଂ ବେକ କର୍କଟ ରୋଗରେ ଆକ୍ରାନ୍ତ। ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଦେଶର ପୁରୁଷମାନଙ୍କ ମଧ୍ୟରେ 5 ଟି ସାଧାରଣ କର୍କଟ ରୋଗ ବିଷୟର ।
1. ପ୍ରୋଷ୍ଟେଟ୍ କ୍ୟାନ୍ସର
ପୁରୁଷମାନଙ୍କଠାରେ ପ୍ରୋଷ୍ଟେଟ କର୍କଟ ସବୁଠାରୁ ସାଧାରଣ କର୍କଟ ରୋଗ ଅଟେ । ଏହା ପୁରୁଷମାନଙ୍କ ଗ୍ରନ୍ଥିରେ ଦେଖାଯାଏ। ଯାହା ଟେଷ୍ଟୋଷ୍ଟେରନ୍ ହରମୋନ୍ ଏବଂ ଶୁକ୍ରାଣୁ ଉତ୍ପାଦନ ପାଇଁ ଦାୟୀ । ପ୍ରୋଷ୍ଟେଟକ କାର୍ଯ୍ୟ ହେଉଛି ଫ୍ଲଇଡ୍ ଉତ୍ପାଦନ କରିବା । ଯାହାଦ୍ୱାରା ଶୁକ୍ରାଣୁକୁ ପୋଷଣ ମିଳିଥାଏ । ପ୍ରୋଷ୍ଟେଟ କର୍କଟ ପୁଷମାନଙ୍କ ମଧ୍ୟରେ ସବୁଠୁ ସାଧାରଣ ପ୍ରକାରର କର୍କଟ ରୋଗ ।

2. Testicular Cancer
ଯେତେବେଳେ ପୁରୁଷମାନଙ୍କଠାରେ ଟେଷ୍ଟିକୁଲାର କୋଷଗୁଡ଼ିକରେ ଅସ୍ୱାଭାବିକ ଅଭିବୃଦ୍ଧି ହୁଏ, ଏହାକୁ Testicular Cancer କୁହାଯାଏ । ଏହା ପୁରୁଷମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ ମଧ୍ୟରୁ ଗୋଟିଏ । ଆରମ୍ଭରେ ଏହାର ଲକ୍ଷଣ ଚିହ୍ନଟ କରି ଆପଣ ସଠିକ୍ ଚିକିତ୍ସା ପାଇପାରିବେ ।
4. ମୁଖ କର୍କଟ
ଧୂମପାନ କରୁଥିବା କିମ୍ବା ତମାଖୁ ଖାଉଥିବା ପୁରୁଷମାନଙ୍କ ମଧ୍ୟରେ ମୁଖ କର୍କଟ ହେବାର ଆଶଙ୍କା ସର୍ବାଧିକ । ଏହା ଆରମ୍ଭରୁ ଓଠରେ ଧଳା, ନାଲି, ବାଦାମୀ କିମ୍ବା ହଳଦିଆ ଦାଗ ଦେଖାଯାଏ । ପାଟି ଭିତରେ ଘା ସୃଷ୍ଟି ହେବା ଯାହା ଆରମ୍ଭରୁ ଅଲସର ପରି ଦେଖାଯାଏ, ଏହି କର୍କଟ ରୋଗର ଲକ୍ଷଣ । ଆରମ୍ଭରୁ ଏହାର ଟେଷ୍ଟ ଏବଂ ଚିକିତ୍ସା କରି ସୁସ୍ଥ ହୋଇପାରିବେ ।
5. ଫୁସଫୁସ କର୍କଟ
କାଶ ହେବାର ଅନେକ କାରଣ ରହିଥାଏ, କିନ୍ତୁ ଯଦି କାଶ ଲାଗି ରହେ ତେବେ ଏହା ଫୁସଫୁସ କର୍କଟ ରୋଗର ଲକ୍ଷଣ ହୋଇପାରେ । ଯଦି 4 ସପ୍ତାହ କ୍ରମାଗତ ଭାବରେ କାଶ ହେଉଛି ଏବଂ ନିଶ୍ୱାସ ନେବାରେ ଅସୁବିଧା ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, କାରଣ ଏହା ଫୁସଫୁସ କର୍କଟ ରୋଗର ଲକ୍ଷଣ ହୋଇପାରେ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications