Get Updates
Get notified of breaking news, exclusive insights, and must-see stories!

ଶୀତ ଦିନରେ ଏହି ସମୟରେ ପିଇବା ଉଚିତ ନଡ଼ିଆ ପାଣି, ଦୂର ହେବ ଏହି ସମସ୍ୟା

Winter Session: ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ଖରା ଦିନ ପରି ଶୀତ ଦିନକେ ମଧ୍ୟ ନଡ଼ିଆ ପାଣି ପିଇବା ଉଚିତ୍ କି । ତେବେ ଶୀତ ଦିନରେ ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରକୁ ହାଇଡ୍ରେଟ୍ ରହିଥାଏ, ଯାହା ମେଟାବୋଲିଜିମ୍ ସନ୍ତୁଳିତ ରଖେିବା ସାହାଯ୍ୟ କରିଥାଏ । ଏହା ଶରୀରକୁ ଡିଟକ୍ସାଇଡ୍ କରିଥାଏ ଏବଂ ଇନ୍ୟୁନିଟି ସିଷ୍ଟମକୁ ମଧ୍ୟ ମଜବୁତ କରିଥାଏ । ନଡ଼ିଆ ପାଣିରେ ଥିବା ମିନରାଲସ୍ ଏବଂ ଇଲେକ୍ଟ୍ରୋଲାଇଟ୍ ଶୀତରୁ ରକ୍ଷା ପାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଶରୀରକୁ ଶକ୍ତି ଯୋଗାଇ ଥାଏ ।

Coconut water


ଶୀତଦିନେ ଅତ୍ୟଧିକ ଶୀତ ପାଇଁ ସାଧାରଣତଃ ଲୋକେ କମ୍ ପାଣି ପିଇଥାନ୍ତି, ଯାହା ଦ୍ୱାରା ବେଳେ ଡିହାଇଡ୍ରେସନ୍ ହେବାର ଆଶଙ୍କା ଅଧିକ ବଢିଯାଇଥାଏ । କିନ୍ତୁ ନଡିଆ ପାଣି ପିଇବା ଦ୍ୱାରା ଆପଣ ଡିହାଇଡ୍ରେସନ୍ ସମସ୍ୟା ଦୂର ହୋଇଥାଏ । ଏହା ଶରୀରକୁ ହାଇଡ୍ରେଟ୍ ରଖେ ଏବଂ ଚର୍ମକୁ କୋମଳ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ନଡ଼ିଆ ପାଣିରେ ଭିଟାମିନ୍ ସି ଏବଂ ଭିଟାମିନ୍ ବି ସମେତ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ରହିଥାଏ । ନଡ଼ିଆ ପାଣିରେ ଥିବା ଇଲେକ୍ଟ୍ରୋଲାଇଟ୍ ଏବଂ ମିନେରାଲ୍ସ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ମେଟାବୋଲିଜିମ୍ ସନ୍ତୁଳିତ ରଖେ ଶୀତଦିନେ ପ୍ରତିଦିନ ନଡିଆ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+