Get Updates
Get notified of breaking news, exclusive insights, and must-see stories!

ଶରୀରର କଳା ଦାଗକୁ ଦୂର କରିଥାଏ ନଡ଼ିଆ ତେଲ, ଏପରି କରନ୍ତୁ ବ୍ୟବହାର

ଘର ତିଆରି ନଡିଆ ତେଲକୁ ଆପଣ ଲୋଶନ ଭଳି ବ୍ୟବହାର କରିପାରିବେ। ପ୍ରତିଦିନ ଗାଧୋଇବା ପରେ ଶରୀରରେ ନଡିଆ ତେଲ ମାଲିସ କରନ୍ତୁ । ଏହାପରେ ଅଳ୍ପ ପାଣିରେ ଶରୀରକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହା ସନ ବର୍ଣ୍ଣରୁ ତ୍ବଚାକୁ ରକ୍ଷା କରେ ।

ନଡିଆ ତେଲରେ ଲେମ୍ବୁ ରସ ମିଶାଇ ମଧ୍ୟ ଲଗାଇବା ଦ୍ବାରା ତ୍ବଚାରୁ କଳା ଦାଗ ଦୂର ହୋଇଥାଏ । ଏହି ମିଶ୍ରଣକୁ ପ୍ରତିଦିନ ଆଣ୍ଠୁ ଏବଂ କହୁଣୀରେ ଲଗାନ୍ତୁ । କିଛି ଦିନ ପରେ ଏହାର ଫଳ ଆପେ ଜାଣି ପାରିବେ ।

Coconut oil

ନଡିଆ ତେଲକୁ ଆପଣ କେବଳ ଶୀତ ଦିନ ନୁହେଁ ବରଂ ଅନ୍ୟ ଦିନ ମାନଙ୍କରେ ମେକଅପ ରିମୋଭର ଭାବେ ବ୍ୟବହାର କରିପାରିବେ। ଏପରି କରିବା ଦ୍ବାରା ଆପଣଙ୍କ ତ୍ବଚା ସଫ୍ଟ ରହିଥାଏ । ଏହା ତ୍ବଚାରେ ମଶ୍ଚରାଇଜର ଭାବେ କାମ କରେ, କୌଣସି କ୍ଷତି ହୋଇ ନଥାଏ ।

ସେହିପରି ଛୋଟ ପିଲାଙ୍କ ସ୍କିନରେ ଘର ମରା ନଡ଼ିଆ ତେଲ ଲଗାଇବା ଦ୍ୱାରା ତ୍ୱଚା ସଫ୍ଟ ହୋଇଥାଏ ଏବଂ ଚିକଣ ମଧ୍ୟ ରହିଥାଏ ଏପରି ଅନେକ ଇନଫେକସନରୁ ମୁକ୍ତି ମିଳିଥାଏ ।

ଯଦି ରୂପି ସମସ୍ୟା ଲାଗି ରହୁଛି ତେବେ କେଶରେ ୪୦ ରୁ ୫୦ ମିନିଟ୍ ପର୍ଯ୍ୟନ୍ତ ନଡିଆ ତେଲ ଲଗାଇବା ପରେ ଯେ କୌଣସି ସାମ୍ପୁରେ ମୁଣ୍ତ ଧୋଇ ନିଅନ୍ତୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+