ଆପଣ କହିପାରିବେ କି କଷ୍ଟାର୍ଡ ଆପଲକୁ ଓଡିଆକୁ କଣ କୁହାଯାଏ?
ଆମର ଦୈନନ୍ଦିନ ଜୀବନରେ ଅନେକ କଥା କହିଥାଉ ଯାହା ପ୍ରକୃତରେ ଓଡିଆରେ ନୁହେଁ। ପ୍ରକୃତରେ, କିଛି ଶବ୍ଦ ଇଂରାଜୀ କିମ୍ୱା ଅନ୍ୟ କୌଣସି ବିଦେଶୀ ଭାଷାରୁ ଗ୍ରହଣ କରାଯାଇଛି। ଏହା ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।
ସମସ୍ତେ ଅଜଣା ବିଷୟ ଜାଣିବାକୁ ଚାହାଁନ୍ତି ଓ ସମସ୍ତେ ନିଜ ଦେଶ କିମ୍ବା ବିଶ୍ୱର ଆଶ୍ଚର୍ଯ୍ୟ ବିଷୟରେ ଜାଣିବାକୁ ପସନ୍ଦ କରନ୍ତି। ଏହା ଜ୍ଞାନ ମଧ୍ୟ ବୃଦ୍ଧି କରେ ।
ଏହି ରିପୋର୍ଟରେ ଏପରି ଏକ ପ୍ରଶ୍ନ ବାବଦରେ ଉଲ୍ଲେଖ ଅଛି, କିନ୍ତୁ ଏହାର ଉତ୍ତର ଅନେକଙ୍କୁ ଅଜଣା। ପ୍ରାୟ ଲୋକ କଷ୍ଟାର୍ଡ ଆପଲ୍ ଖାଇବାକୁ ଭଲ ପାଆନ୍ତି । କାହାର କାହାର ଏହା ଅତି ପ୍ରିୟ ଫଳ ମଧ୍ୟ। କହିପାରିବେ କି କଷ୍ଟାର୍ଡ ଆପଲର ଓଡିଆ କ'ଣ? ଅନେକ ଲୋକ ଏହାର ଉତ୍ତର ଦେବାକୁ ସଂଘର୍ଷ କରୁଛନ୍ତି ।

କରିଥାଏ। ଏଥି ସହିତ ଆତରେ ଭିଟାମିନ ବି-୬ ରହିଛି। ଏହାକୁ ଖାଇଲେ ଶ୍ୱାସ ରୋଗ ମଧ୍ୟ ଭଲ ହୋଇଥାଏ।
କଷ୍ଟାର୍ଡ ଆପଲ୍" ନାମଟି ବହୁଳ ଭାବରେ ପରିଚିତ ହୋଇଥିଲେ ମଧ୍ୟ, ଏହି ଫଳକୁ ହିନ୍ଦୀ ଓ ଭାରତରେ ଅନ୍ୟାନ୍ୟ ଭାଷାରେ "ସୀତାଫଳ" ଭାବରେ ମଧ୍ୟ ଜଣାଯାଏ, ଏହି ନାମ ସହିତ ବିଭିନ୍ନ ଉତ୍ପତ୍ତି କାହାଣୀ ଜଡିତ। କେତେକ ବିଶ୍ୱାସ କରନ୍ତି ଯେ ଦେବୀ ସୀତାଙ୍କ ସହ ଫଳର ସମ୍ପର୍କ ଯୋଗୁଁ ନାମକରଣ କରାଯାଇଥିଲା, ଯେତେବେଳେ କି ଥଣ୍ଡା ତାପମାତ୍ରାରେ ବଢୁଥିବାରୁ ଏହାକୁ କେହି କେହି Cold Fruit ମଧ୍ୟ କୁହନ୍ତି । ଫଳର କ୍ରିମି ଗଠନ ଓ ମିଠା ପ୍ରକୃତି ଯୋଗୁଁ ଏହା "କଷ୍ଟାର୍ଡ" ନାମରେ ନାମିତ ।
ବର୍ତ୍ତମାନ କୁହନ୍ତୁ, କଷ୍ଟାର୍ଡ ଆପଲର ଓଡିଆ ନାମ କଣ? ଓଡିଆ ବିଭବ ଶବ୍ଦାବଳୀ ଅନୁସାରେ କଷ୍ଟାର୍ଡ ଆପଲକୁ ଆତ କୁହାଯାଏ । କିନ୍ତୁ ଗାଁ ଗହଳିରେ ଏହାକୁ ସୀତା ଫଳ, ରାମଫଳ, ରାଏକଟା, ବଢ଼ିଅଳ ବୋଲି କୁହନ୍ତି ।












Click it and Unblock the Notifications