Get Updates
Get notified of breaking news, exclusive insights, and must-see stories!

ବଡ଼ ଖବର: ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ

ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ ୧୮ରେ ଗୃହ ସଚିବ, ଆଇନ ସଚିବ ଏବଂ ଆଧାର କାର୍ଡ ଜାରି କରୁଥିବା ସଂସ୍ଥା, ଭାରତୀୟ ସୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI)ର ସିଇଓଙ୍କୁ ଭେଟିବେ।

ଏହି ବୈଠକରେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ରକୁ ଲିଙ୍କ କରିବା ଉପରେ ଆଲୋଚନା ହେବ। ଏହା ପ୍ରଥମ ଥର ପାଇଁ ର୍ନିବାଚନ କମିଶନ ଡୁପ୍ଲିକେଟ EPIC ନମ୍ବର ସମ୍ପର୍କରେ ଏପରି ବୈଠକ କରୁଛନ୍ତି ।

ଦେଶର ସମସ୍ତ ଜିଲା ର୍ନିବାଚନ ଅଧିକାରୀମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ କରିବାକୁ ମଧ୍ୟ କୁହାଯାଇଛି। ପ୍ରାୟ 800 ଜିଲ୍ଲାରେ ରାଜନୈତିକ ଦଳଗୁଡ଼ିକ ସହିତ 5000 ରୁ ଅଧିକ ବୈଠକ କରାଯିବ, ଯାହାର ରିପୋର୍ଟ ମାର୍ଚ୍ଚ 31 ସୁଦ୍ଧା ର୍ନିବାଚନ କମିଶନରଙ୍କୁ ପ୍ରଦାନ କରାଯିବ।

Voter ID card to be linked with Aadhaar

ଏହା ସହିତ, ଦେଶର ସମସ୍ତ ଜିଲ୍ଲା ର୍ନିବାଚନ ଅଧିକାରୀମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ କରିବାକୁ ମଧ୍ୟ କୁହାଯାଇଛି। ପ୍ରାୟ 800 ଜିଲ୍ଲାରେ ରାଜନୈତିକ ଦଳଗୁଡ଼ିକ ସହିତ 5000 ରୁ ଅଧିକ ବୈଠକ କରାଯିବ, ଯାହାର ରିପୋର୍ଟ ମାର୍ଚ୍ଚ 31 ସୁଦ୍ଧା ର୍ନିବାଚନ କମିଶନଙ୍କୁ ପ୍ରଦାନ କରାଯିବ।

ପୂର୍ବରୁ, ତୃଣମୂଳ କଂଗ୍ରେସ ଡୁପ୍ଲିକେଟ EPIC ନମ୍ବର ପ୍ରସଙ୍ଗ ଉଠାଇଥିଲା, ଯାହାକୁ ଅନ୍ୟ ଅନେକ ରାଜନୈତିକ ଦଳ ମଧ୍ୟ ଉଠାଇଛନ୍ତି। ଏହା ପରେ, ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ମଧ୍ୟ କମିଶନଙ୍କୁ ଭେଟିଥିଲେ। ଭାଜପା, କଂଗ୍ରେସ ଏବଂ ଆପ ସମେତ ଅନେକ ଦଳ ଭୋଟର ତାଲିକାରେ ଜାଲିଆତି ଏବଂ ନକଲି ଭୋଟର ପ୍ରସଙ୍ଗ ଉଠାଇଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+