ବଡ ଖବର; କମିଲା ସୁନା, ପୁଣି କମିଲା ୨ ହଜାର!

ଗ୍ରାହକଙ୍କ ଏବେ ଆଶ୍ୱସ୍ତିକର ଖବର । କିଛି ଦିନ ହେବ ଲଗାତାର ସୁନା ଦର ହ୍ରାସ ପାଇବାରେ ଲାଗିଛି । ଜୁନ୍‌ ୨୮ ଅର୍ଥାତ୍‌ ଶନିବାର ପୁଣି କମିଛି ସୁନା ଦାମ୍‌ । ସୁନା ଦର ୧ ଲକ୍ଷ ଟଙ୍କା ହେବା ପରେ ଏଯାଏଁ ପ୍ରାୟ ୨ ହଜାର ଟଙ୍କା ହ୍ରାସ ପାଇଛି ।

୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୭,୪୨୦ ଟଙ୍କା ରହିଛି । ଗତକାଲି ୯୮,୦୨୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ହ୍ରାସ ହୋଇଛି ।

gold RATE

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୯,୩୦୦ ଟଙ୍କା ରହିଛି । ଗତକାଲି ୮୯,୮୫୦ ଟଙ୍କା ଥିଲା । ଏଥିରେ ୫୫୦ ଟଙ୍କା ହ୍ରାସ ହୋଇଛି ।

୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୭୩,୦୭୦ ଟଙ୍କା ରହିଛି । ଗତକାଲି ୭୩,୫୨୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ହ୍ରାସ ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ହ୍ରାସ ପାଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧,୭୮୦ ଟଙ୍କା ରହିଛି । ଗତକାଲି ୧୧,୭୯୦ ଟଙ୍କା ଥିଲା । ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+