Get Updates
Get notified of breaking news, exclusive insights, and must-see stories!

ପାଣିରେ ଭିଜାଇ ଖାଆନ୍ତୁ ଏହି Dry Fruit, ଓଜନ କମାଇବାରେ ସହାୟକ ହେବ

Dry Fruit ,Skin ,Soaked Walnuts ,Increase Metabolism, Control Blood Sugar Levels weightloss, Soaked Walnut ,ପାଣିରେ ଭିଜାଇ ଖାଆନ୍ତୁ ଏହି Dry Fruit, ଓଜନ ହେବ କମ୍

ଭୁବନେଶ୍ୱର: ଓଜନ ବଢିବା ଦ୍ୱାରା ଶରୀରରେ ଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ପେଟରେ ଏବଂ ଅଣ୍ଟାରେ ଥରେ ଚର୍ବି ଜମା ହୋଇଯାଏ ତେବେ ସେଥିରୁ ମୁକ୍ତି ପାଇବା ଏତେ ସହଜ ହୋଇ ନ ନଥାଏ । ଏପରିସ୍ଥିତିରେ ଆପଣ ନିଜ ଜୀବଶୈଳୀ ଓ ଖାଦ୍ୟ ଖାଇବାର ଅଭ୍ୟାସରେ ପରିବର୍ତ୍ତନ କରିବା ଅତ୍ୟନ୍ତ ଆବଶ୍ୟକ । ତେବେ ବିସେଷଜ୍ଞଙ୍କ ମତରେ ଯଦି ଆପଣ ଅଖରୋଟ୍ ପାଣିରେ ଭିଜାଇ ଖାଇବେ ତେବେ ଆପଣଙ୍କର ମେଦବହୁଳତା ସହ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ଏହି Dry Fruitର କାହିଁ ଏତେ ଲାଭଦାୟକ ।

Dry Fruit

ଅଖରୋଟ୍ ରେ ରହିଛି ହାଇପ୍ରୋଟିନ୍ ଓ ଭିଟାମିନ୍ । ଯାହା ବର୍ତ୍ତମାନ ସମୟରେ ପ୍ରଦୂଷିତ ବାତାବରଣରୁ ଆପଣଙ୍କ ତ୍ୱଚାକୁ ମଧ୍ୟ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ । ଅଖରୋଟରେ ରହିଛି ଭରପୁର ଫାଇବର ,ଓମେଗା-୩ ,ପ୍ରୋଟିନ୍ ଓ ଅନେକ ଦରକାରୀ ଖଣିଜ ପଦାର୍ଥ । ଯାହା ଆପଣଙ୍କର ବ୍ରଣ ,ରିଙ୍କଲ୍ , ଭଳି ଅନେକ ତ୍ୱଚା ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

 Walnuts

ସେହିପରି ଏହି Dry Fruit ଶରୀରର ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ମେଦବହୁଳତା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ମଧ୍ୟ ହୋଇପାରେ । ଅନେକ ଡାଇଟିସିଆନ୍ ମଧ୍ୟ ଖାଦ୍ୟରେ ଅଖରୋଟ୍ ସାମିଲ୍ କରିବା ପାଇଁ ପରାମର୍ସ ଦେଇଥାନ୍ତି । କାରଣ ଏହା ଶରୀରରେ ପ୍ରୋଟିନ୍ ମାତ୍ରା ଅଧିକ କରିଥାଏ ଓ କ୍ୟାଲୋରି ସ୍ତରକୁ କମାଇବାରେ ସାହାର୍ଯ୍ୟ କରିଥାଏ । ବର୍ତ୍ତମାନ ସମୟରେ ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି । ଏପରିସ୍ଥିତିରେ ଦିନକୁ ୨-୩ଟି ଅଖରୋଟ୍ ଖାଇଲେ ଆପଣଙ୍କ ବ୍ଲଡ୍ ସୁଗାର୍ ଲେବଲ୍ କଣ୍ଟ୍ରୋଲରେ ରହିଥାଏ । ଏହି Dry Fruitରେ ଫାଇବର ମାତ୍ରା ଅଧିକ ଥିବାରୁ ଏହା ଆପଣଙ୍କର ଗ୍ୟାସ୍ ସମସ୍ୟା ମଧ୍ୟ ଦୁର କରିଥାଏ । ଏହା ସହିତ ଅଖରୋଟ୍ ତ୍ୱଚାକୁ ସବୁବେଳେ ସତେଜ୍ ଓ ସୁନ୍ଦର ମଧ୍ୟ ରଖିଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+