ଥାଇରଏଡ ରୋଗରେ ପୀଡ଼ିତ କି? ଖାଆନ୍ତୁ .....

ଥାଇରଏଡ୍ ଏବେ ଗମ୍ଭୀର ସମସ୍ୟା ପାଲଟିଛି। ଏହା ଶରୀରର ଏକ ପ୍ରମୁଖ ଏଣ୍ଡୋକ୍ରାଇନ୍ ଗ୍ଲାଣ୍ଡ୍, ଯାହା ଦେଖିବାକୁ ପ୍ରଜାପତି ଆକୃତିର। ଏଥିରୁ ଥାଇରଏଡ୍ ହର୍ମୋନ୍ କ୍ଷରିତ ହୋଇଥାଏ। ଏହି ହର୍ମୋନ୍ ମେଟାବଲିଜିମକୂ ନିୟନ୍ତ୍ରଣରେ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା ଥାଇରକ୍ସିନ୍ ନାମକ ହର୍ମୋନ ପ୍ରସ୍ତୁତ କରେ, ଯେଉଁଥିରୁ ଶରୀରକୁ ଶକ୍ତିକ୍ଷୟ, ପ୍ରୋଟିନ୍ ଉତ୍ପାଦନ ଏବଂ ଅନ୍ୟ ହର୍ମୋନ୍ ପ୍ରତି ଦେଖାଦେଉଥିବା ସମ୍ବେଦନଶୀଳତାକୁ ନିୟନ୍ତ୍ରିତ କରିଥାଏ।

ଥାଇରଏଡ୍ ହର୍ମୋନ୍ କ୍ଷରଣ ଅସନ୍ତୁଳିତ ହେଲେ ଶରୀରର ସମସ୍ତ କାର୍ଯ୍ୟପ୍ରଣାଳୀ ଅବ୍ୟବସ୍ଥିତ ହୋଇଯାଏ। ଏହି ରୋଗରେ ବେଶ୍ କଷ୍ଟ ଭୋଗିବାକୁ ପଡ଼େ। କେତେବେଳେ ଅଚାନକ ଓଜନ ବୃଦ୍ଧି ହୁଏ ତ କେତେବେଳେ ହ୍ରାସପାଏ। ଥାଇରଏଡକୁ 'ସାଇଲେଣ୍ଟ୍ କିଲର୍' ବୋଲି ମଧ୍ୟ କୁହାଯାଏ। ଏହାର ଲକ୍ଷଣ ଧୀରେ ଧୀରେ ଜଣାପଡ଼େ। ଯେତେବେଳକୁ ବ୍ୟକ୍ତିକୁ ରୋଗ ସମ୍ପର୍କରେ ସମ୍ପୂର୍ଣ୍ଣ ଜଣାପଡ଼େ, ସେତେବେଳକୁ ବିଳମ୍ବ ହୋଇସାରିଥାଏ।

onion

ରୋଗ ପ୍ରତିରୋଧକ ଶକ୍ତିରେ ଗଡ଼ବଡ଼ ଏହାର ପ୍ରାରମ୍ଭିକ ସୂଚନା ରୋଗକୁ ନିୟନ୍ତ୍ରଣ କରିବାକୁ ଯାଇ ରୋଗୀ ବିଭିନ୍ନ ଔଷଧ ସେବନ କରନ୍ତି। କିନ୍ତୁ ଏହି ରୋଗକୁ ଖୁବ୍ ସହଜରେ ଘରୋଇ ଉପାୟରେ ନିୟନ୍ତ୍ରଣ କରିହେବ।

ଉପଚାର

ପିଆଜ ହେଉଛି ଥାଇରଏଡ୍ ନିୟନ୍ତ୍ରଣର ଏକମାତ୍ର ଘରୋଇ ଔଷଧ! ଫାଳେ ପିଆଜକୁ ଭଲ ଭାବେ ଥାଇରଏଡ୍ ଗ୍ଲାଣ୍ଡରେ ଘଷି ରାତିସାରା ଛାଡ଼ି ଦିଅନ୍ତୁ। ଏଭଳି କିଛିଦିନ କଲେ ଥାଇରଏଡ୍ ନିୟନ୍ତ୍ରଣକୁ ଆସିଥାଏ। ପିଆଜରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି- ଫଙ୍ଗଲ୍, ଆଣ୍ଟି-ଇନଫ୍ଲାମେଟୋରୀ ଓ କ୍ୟାନସର୍ ସହ ଲଢ଼ିବାର ଗୁଣ ଭରପୂର ରହିଛି। ଏହାଛଡ଼ା ପିଆଜରେ ଭିଟାମିନ୍ ଓ ମିନେରାଲ୍ସ ମଧ୍ୟ ପ୍ରଚୁର ମାତ୍ରାରେ ମିଳେ, ଯାହା ଶରୀରକୁ ପୋଷଣ ଦିଏ। ତେଣୁ ଥାଇରଏଡ୍ କ୍ଷେତ୍ରରେ ଏହାର ଉପଯୋଗ ବେଶ୍ ଲାଭଦାୟକ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+