ଦୀର୍ଘାୟୁ କରେ କଫି
ଦିନଟିକୁ ଆହୁରି ସହଜ କରିବା ପାଇଁ ସକାଳ ଆରମ୍ଭ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ନିହାତି ମୃଦୁ ପାନୀୟକୁ ଖୋଜିଥାନ୍ତି ଅନେକ । କପେ ଚା' ହେଉ କି କଫି ପିଇବା ପରେ ଫୁର୍ତ୍ତି ଅନୁଭବ କରନ୍ତି ଏହି ମୃଦୁପାନୀୟ ପ୍ରେମୀ ।
ଦିନଟିକୁ ଆହୁରି ସହଜ କରିବା ପାଇଁ ସକାଳ ଆରମ୍ଭ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ନିହାତି ମୃଦୁ ପାନୀୟକୁ ଖୋଜିଥାନ୍ତି ଅନେକ । କପେ ଚା' ହେଉ କି କଫି ପିଇବା ପରେ ଫୁର୍ତ୍ତି ଅନୁଭବ କରନ୍ତି ଏହି ମୃଦୁପାନୀୟ ପ୍ରେମୀ ।

ତେବେ ଆସନ୍ତୁ ଜାଣିବା ଏହି ମୃଦୁ ପାନୀୟ ଆମ ଶରୀରରେ କିପରି ପ୍ରଭାବ ପକାଇଥାଏ । ଅଧିକ ମାତ୍ରାରେ ସେବନ ଦ୍ବାରା ଶରୀରରେ କିଛି ସମସ୍ୟା ହୋଇଥାଏ କି ?
ଦିନକୁ 2ରୁ 3 କପ୍ କଫି ପିଇବା ଦ୍ବାରା ଆମ ଶରୀରର ମୁଖ୍ୟ ଅଙ୍ଗ ହୃତପିଣ୍ଡ ସୁସ୍ଥ ରହିଥାଏ । କଫି ପିଇବା ଦ୍ବାରା ପ୍ରାୟ 10ରୁ 15 ପ୍ରତିଶତ ହୃଦଘାତ ହେବାର ସମ୍ଭାବନା କମ ରହିଥାଏ ବୋଲି ଗବେଷକଙ୍କ ମତ ।
କଫି ପିଇବା ଦ୍ବାରା କିପରି ପ୍ରଭାବ ପଡିଥାଏ ଏହାକୁ ନେଇ ପ୍ରାୟ 5 ଲକ୍ଷ ଲୋକଙ୍କୁ ନେଇ 10 ବର୍ଷ ଧରି ହୋ଼ଇଥିଲା ଗବେଷଣା । ଏମାନଙ୍କ ମଧ୍ୟରେ ଜଣେ ଜଣେ ଅଂଶଗ୍ରହଣକାରୀ ଦିନକୁ 6 କପରୁ ଅଧିକ କଫି ପିଉଥିବା ମଧ୍ୟ ଅନ୍ତର୍ଭୁକ୍ତ ଥିଲେ । କଫି ପିଇବା ସହିତ ହୃତପିଣ୍ଡର ସମ୍ପର୍କକୁ ନେଇ ଗବେଷକମାନେ ଗବେଷଣା କରିଥିଲେ । ଏନେଇ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣର ଆଲଫ୍ରେଡ ହସ୍ପିଟାଲ ଆଣ୍ଡ ୱାକର ହାର୍ଟ ଇନଷ୍ଟିଚ୍ୟୁଟ ବରିଷ୍ଠ ଲେଖକ କହିଛନ୍ତି ଯେ ସାଧାରଣତଃ କଫି ପିଇବାକୁ ମନା କରାଯାଏ ।
କଫି ପିଇବା ଦ୍ବାରା ଲୋକଙ୍କ ହାର୍ଟବିଟ ବଢିଯାଏ । ଏଥିଲାଗି କଫି ହୃତପିଣ୍ଡ ପାଇଁ ହାନିକାରକ ବୋଲି କୁହାଯାଏ । ଏଥିଲାଗି କଫି ପିଇବାରେ ରୋକ ଲଗେଇଥାନ୍ତି କିଛି ହସ୍ପିଟାଲ । ହେଲେ ଗବେଷଣାରୁ ଜଣାପଡ଼ିଛି ଯେ ହେଲ୍ଦି ଡାଏଟରେ କଫିକୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଯେଉଁମାନେ ଦିନକୁ 2ରୁ 3 ଥର କଫି ପିଇଥାନ୍ତି, ସେମାନଙ୍କ ବିଳମ୍ବରେ ମଧ୍ୟ ହୃତପିଣ୍ଡ ସମସ୍ୟା ଦେଖାଦେବାର ସମ୍ଭାବନା କମ ରହିଥାଏ ।
ଗବେଷକମାନେ କହିଛନ୍ତି ଯେ, କଫି ତିଆରି କରିବା ସମୟରେ ଅତ୍ୟଧିକ ପରିମାଣରେ କ୍ରିମ, କ୍ଷୀର ଓ ଚିନି ମିଶାନ୍ତୁ ନାହିଁ । କାରଣ ଏସବୁ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଯେଉଁ ବ୍ୟକ୍ତିଙ୍କର କାର୍ଡିଓଭାସ୍କୁଲାର ରୋଗ ରହିଥିବା ବେଳେ ସେମାନେ ଆଦୌ କଫି ପିଅନ୍ତି ନାହିଁ । ସେମାନଙ୍କ କ୍ଷେତ୍ରରେ ଆରିଥମିଆ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଆପଣ ବିନା କ୍ଷୀର କିମ୍ବା ବିନା ଚିନିରେ କଫି ପିଇ ପାରିବେ । ଯାହା ଦ୍ବାରା ଆପଣ ସୁସ୍ଥ ରହିବା ସହ ଅନେକ ରୋଗରୁ ଦୂରେଇ ରହି ପାରିବେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications