ରାତିରେ ଶୋଇବା ପୂର୍ବରୁ ଗ୍ଲିସରିନ- ଲେମ୍ବୁ ମିଶାଇ ଲଗାନ୍ତୁ, କରିବ ଆଣ୍ଟିଏଜିଂ କାମ

Skin Care: ବୟସ ବଢିବା ସହ ତ୍ୱଚାରେ ଅନେକ ପ୍ରକାରର ସମସ୍ୟା ଦେଖିବା ପାଇଁ ମିଳିଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗ୍ଲିସରିନ ବହୁତ ଲାଭଦାୟକ ହୋଇଥାଏ । ଗ୍ଲିସରିନ ଚର୍ମକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ ଏବଂ ନରମ ମଧ୍ୟ ରଖିଥାଏ । ଏହାକୁ ଏକ ଦୈନିକ ଫେସ୍ ମାସ୍କ, ନାଇଟ୍ କ୍ରିମ୍ ଭାବରେ ବ୍ୟବହାର କରାଯାଇପାରିବ ।

ଗୋଲାପ ଜଳ କିମ୍ବା ଲେମ୍ବୁ ରସ ସହିତ ଗ୍ଲିସରିନ ମିଶାଇ ଲଗାଇବା ଦ୍ୱାରା ତ୍ୱଚାରେ ଦାଗ କମିଥାଏ । ଏହାର ନିୟମିତ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଉଜ୍ଜ୍ୱଳ ହୋଇଥାଏ । ଗ୍ଲିସରିନରେ ଫିଟିକିରି ମିଶାଇବା ଲଗାଇବା ଉଚିତ୍ । ଏହା ଆଣ୍ଟିଏଜିଂ ପରି କାମ କରେ ।

Glycerin

ଏହି ମିଶ୍ରଣ ଚର୍ମକୁ ପୁଷ୍ଟିକର କରିଥାଏ, ଫ୍ରେକ୍ଲେସ୍ କୁ ହାଲୁକା କରିଥାଏ ଏବଂ ତ୍ୱଚାର ସୌନ୍ଦର୍ଯ୍ୟ ଆଣିଥାଏ ।

ଏହି ମିଶ୍ରଣକୁ ତ୍ୱଚାରେ ଲାଗିବା ଦ୍ବାରା ଡେଡ୍ ସେଲ୍ ନଷ୍ଟ ହୋଇଥାଏ ଏବଂ ଚର୍ମକୁ କୋମଳ କରିଥାଏ । ତ୍ୱଚା ଚିକ୍କଣ ଏବଂ ସତେଜ ଦେଖାଏ ।

ଗୋଲାପ ଜଳ ଓ ଗ୍ଲିସରିନକୁ ମିଶାଇ ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁର ଦାଗ ଦୂର ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+