ରାତିରେ ଭୋଜନ ପରେ ନିଶ୍ଚିତ ଏତିକି ସମୟ ଚାଲନ୍ତୁ, ଦେଖିବେ ମିଳିବ ଅଦ୍ଭୁତ ଫାଇଦା

ରାତିରେ ଖାଦ୍ୟ ଖାଇବା ପରେ କିଛି ସମୟ ଚାଲିବା ଏକ ଉତ୍ତମ ଅଭ୍ୟାସ । ଏହି ଅଭ୍ୟାସ କେବଳ ପାଚନ ତନ୍ତ୍ରକୁ ସୁସ୍ଥ ରଖେ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ଏହା କୌଣସି ବରଦାନରୁ କମ୍‌ ନୁହେଁ । ତେବେ ଜାଣନ୍ତୁ ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବା ଉଚିତ୍‌ ଓ କ'ଣ ରହିଛି ଏହାର ଉପକାରିତା..

health tips

ସାଧାରଣତଃ ରାତିରେ ଖାଦ୍ୟ ଖାଇବାର ୨୦ ମିନିଟ ପରେ ଚାଲିବା ଉଚିତ୍‌ । ୩୦ ମିନିଟ୍‌ ପରେ ମଧ୍ୟ ଚାଲି ପାରିବେ । ମାତ୍ର ୧ ଘଣ୍ଟା ମଧ୍ୟରେ ଚାଲିବା ସବୁଠାରୁ ଉତ୍ତମ ।

ରାତିରେ କିଛି ସମୟ ଚାଲିବା ପାଚନ ତନ୍ତ୍ରକୁ ସକ୍ରିୟ କରିଥାଏ । ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ । କୋଷ୍ଠକାଠିନ୍ୟ ସହ ବଦହଜମି ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

ରାତିରେ କିଛି ସମୟ ଚାଲିବା ଦ୍ୱାରା କ୍ୟାଲୋରୀ ହ୍ରାସ କରିଥାଏ । ଏହାଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ । ମୋଟାପଣ ହ୍ରାସ ହେବାରେ ସହାୟକ ହୋଇଥାଏ ।

କିଛି ସମୟ ଚାଲିବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ ।

କିଛି ସମୟ ଚାଲିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ । ମସ୍ତିଷ୍କ ଶାନ୍ତ ରହିଥାଏ । ମନକୁ ମଧ୍ୟ ଶାନ୍ତ ରଖିଥାଏ ।

ନିୟମିତ ରୂପରେ ଚାଲିବା ଦ୍ୱାରା ହୃଦୟ ପାଇଁ ଖୁବ୍‌ ଲାଭଦାୟକ। ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। କୋଲେଷ୍ଟେରୋଲ୍‌ ସ୍ତର କମ୍‌ ହେବାରେ ସହାୟକ ହୋଇଥାଏ। ଫଳରେ ହୃଦୟ ସୁସ୍ଥ ରହିଥାଏ ।

ରାତିରେ କିଛି ସମୟ ଚାଲିବା ଦ୍ୱାରା ଏକ ପ୍ରକାର ହରମୋନ୍‌ କ୍ଷରଣ ହୋଇଥାଏ। ଯାହା ମସ୍ତିଷ୍କକୁ ଶାନ୍ତ ରଖିଥାଏ। ଏହାସହ ଖୁସି ଅନୁଭବ ହୋଇଥାଏ।

ରାତିରେ ସର୍ବଦା ହାଲୁକା ଓ ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌। ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ ।
ରାତିରେ ଚାଲିବା ସମୟରେ ଧିରେ ଧିରେ ଚାଲନ୍ତୁ ।

ଆରାମ ପ୍ରଦାନ କରୁଥିବା କିମ୍ବା ସୂତା ପୋଷାକ ପିନ୍ଧନ୍ତୁ। ଏହାଦ୍ୱାରା ଚାଲିବା ସମୟରେ କୌଣସି କଷ୍ଟ ଅନୁଭବ ହେବ ନାହିଁ।ରାତିରେ ଖାଦ୍ୟ ଖାଇବା ପରେ କିଛି ସମୟ ଚାଲିବା ଏକ ଉତ୍ତମ ଅଭ୍ୟାସ । ଏହି ଅଭ୍ୟାସ କେବଳ ପାଚନ ତନ୍ତ୍ରକୁ ସୁସ୍ଥ ରଖେ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ଏହା କୌଣସି ବରଦାନରୁ କମ୍‌ ନୁହେଁ । ତେବେ ଜାଣନ୍ତୁ ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବା ଉଚିତ୍‌ ଓ କ'ଣ ରହିଛି ଏହାର ଉପକାରିତା..

ଆରାମ ପ୍ରଦାନ କରୁଥିବା କିମ୍ବା ସୂତା ପୋଷାକ ପିନ୍ଧନ୍ତୁ। ଏହାଦ୍ୱାରା ଚାଲିବା ସମୟରେ କୌଣସି କଷ୍ଟ ଅନୁଭବ ହେବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+