ସାବଧାନ! ଭୁଲରେ ବି ଗର୍ଭବତୀ ମହିଳା ଖାଆନ୍ତୁ ନାହିଁ କଖାରୁ
ବର୍ତ୍ତମାନ ସମୟରେ ପନିପରିବାକୁ ଲୋକମାନେ ବହୁତ୍ ପସନ୍ଦ କରୁଛନ୍ତି । କାରଣ ଏଥିରେ ଅନେକ ଭିଟାଭିନ୍ ରହିଛି, ଯାହା କି ମାଛ କିମ୍ବା ମାଂସରେ ନଥାଏ । ଏପରିକି ଲୋକମାନେ ଡାଏଟରେ ବହୁତ କିଛି କଞ୍ଚା ପରିବାକୁ ମଧ୍ୟ ସାମିଲ କରିଥାନ୍ତି । ପନିପରିବା ସ୍ବାସ୍ଥ୍ୟା ପାଇଁ ବହୁ ଉପଯୋଗୀ ହୋଇଥାଏ ।

କଖାରୁରେ ଭିଟାମିନ୍ A ଭରପୂର ମାତ୍ରାରେ ଥାଏ । ଏହା ହେଲଦି ସ୍କିନ୍, ହାଡ ଓ ଦାନ୍ତକୁ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ । ଏହା ବ୍ୟତୀତ ଏଥିରେ ଫାଇବର ଭରପୂର ମାତ୍ରାରେ ଥାଏ, ଯାହା ଅନେକ ରୋଗରୁ ରକ୍ଷାକରିଥାଏ । ଏହା ପେଟର ମେଟାବୋଲିକ୍ ହାରକୁ ବଢାଇଇଥାଏ ଏବଂ ହଜମ ପ୍ରକ୍ରିୟାକୁ ଭଲ କରିଥାଏ । କଖାରୁରେ ଆଣ୍ଟିଅକ୍ସିଡାଣ୍ଟ ଅଛି ଯେପରିକି ଆଲଫା-କ୍ୟାରେଟିନ୍, ବିଟା-କ୍ୟାରେଟିନ୍ ଏବଂ ବିଟା-କ୍ରିପ୍ଟୋକ୍ସାଣ୍ଟିନ୍ ରହିଥାଏ । ଏହି ଆଣ୍ଟିଅକ୍ସିଡାଣ୍ଟଗୁଡିକ ଆପଣଙ୍କ କୋଷଗୁଡ଼ିକୁ ନଷ୍ଟ ହେବାରୁ ରକ୍ଷା କରିଥାଏ । କିନ୍ତୁ ସବୁ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କଖାରୁ ଖାଇବା ଠିକ୍ ହୋଇନଥାଏ । ଏହା ଆପଣଙ୍କୁ ଅନେକ ସମସ୍ୟାରୁ ରକ୍ଷା କରିପାରେ । କିନ୍ତୁ, ସବୁ ପରିସ୍ଥିତିରେ କଖାରୁ ଖାଇବା ଲାଭଦାୟକ ନୁହେଁ । ତାହେଲେ ଆସନ୍ତୁ ଜାଣିବା ଯେଉଁ ଲୋକମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ ।
ପେଟ ସମସ୍ୟା ଥିବା ଲୋକମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ :
କଖାରୁ ଖାଇବା ଦ୍ୱାରା ପାକସ୍ଥଳୀରେ ଇନ୍ଫେକ୍ସନ୍ ହୋଇପାରେ । ଏହି କାରଣରୁ ଆପଣଙ୍କୁ ଫୁଡ୍ ଆଲର୍ଜି ହୋଇପାରେ । ଏହା ବ୍ୟତୀତ କଖାରୁ ଖାଇବା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ, ଯାହାକି ପେଟ ସମସ୍ୟାକୁ ଆହୁରି ବଢାଇପାରେ ।
ଫୁଡ୍ ପଏଜନିଂ :
କିଛି ଲୋକଙ୍କୁ କଖାରୁ ଖାଇବା ଦ୍ୱାରା ଫୁଡ୍ ପଏଜନିଗିଂ ଏବଂ ଅନ୍ୟାନ୍ୟ ରୋଗ ଇନ୍ଫେକ୍ସନ୍ ହୋଇପାରେ, ଯାହା ବିଭିନ୍ନ ରୋଗ ସୃଷ୍ଟି କରିପାରେ । ଯାହା ଫଳରେ ଏହା ଫୁଡ୍ ପଏଜନିଗିଂ କରାଇପାରେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ତେବେ ଏହାକୁ ଖାଇବା ପରେ ବାନ୍ତି ଏବଂ ଅନ୍ୟାନ୍ୟ ପ୍ରକାରର ସମସ୍ୟା ଦେଖାଦେଇପାରେ ଏବଂ ଏହା ଶରୀରକୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ ।
ଗର୍ଭବତୀ ମହିଳାମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ :
ଗର୍ଭବତୀ ମହିଳାମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ସହ କୌଣସି ଖାଦ୍ୟ ପଦାର୍ଥ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ନଚେତ ଆଗକୁ ଯାଇ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏହା ବ୍ୟତୀତ କଖାରୁରେ ଥିବା ପୋଷକ ତତ୍ତ୍ୱ ଶରୀରରୁ ଶୀଘ୍ର ଜଳ କମ୍ କରିଥାଏ, ଅର୍ଥାତ୍ ଏହା ଆପଣଙ୍କୁ ଡିହାଇଡ୍ରେଟ୍ କରିପାରେ । ତେଣୁ ଯେଉଁ ଲୋକମାନେ ପ୍ରତିଦିନ କିଛି ନା କିଛି ଔଷଧ ଖାଉଛନ୍ତି, ସେମାନେ କଖାରୁ ଖାଇବା ଠାରୁ ଦୂରେଇ ରହିବା ଉଚିତ ।
ବ୍ଲଡ ପ୍ରେସର ସମସ୍ୟା ଥିଲେ କଖାରୁ ଖାଇବା ଠାରୁ ଦୂରେଇ ରୁହନ୍ତୁ :
କଖାରୁ ମଞ୍ଜିରେ ବିଟା କ୍ୟାରେଟିନ୍ ଏବଂ ମ୍ୟାଗ୍ନେସିୟମ୍ ଥାଏ ଯାହା ବ୍ଲଡ ସୁଗାର ଲେବଲକୁ କମ୍ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଯଦି ଆପଣଙ୍କର ହାଇ ବ୍ଲଡ ପ୍ରେସର ସମସ୍ୟା ଅଛି, ତାହେଲେ ଆପଣ ଖାଦ୍ୟରେ କଖାରୁ ଅନ୍ତର୍ଭୁକ୍ତ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ତେବେ ଏହି ସବୁ ପରିସ୍ଥିତିରେ କଖାରୁ ଖାଇବା ଠାରୁ ଦୂରେଇ ରୁହନ୍ତୁ । ନଚେତ ଆଗକୁ ଯାଇ ଆପଣ ବହୁତ ବଡ ସମସ୍ୟାର ସାମ୍ନା କରିପାରନ୍ତି ।
-
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ......












Click it and Unblock the Notifications