ସାବଧାନ ! ଛୋଟ ପିଲାଙ୍କୁ ଅତ୍ୟାଧିକ ଖୁସିରେ ଦେଉଛନ୍ତି ସୁମ୍ବନ, ହୋଇପାରେ ସାଙ୍ଘାତିକ

ଛୋଟ ଛୁଆଙ୍କୁ ଦେଖିବା ମାତ୍ରେ ସମସ୍ତେ ଚୁମ୍ବନ ଦେଇଥାନ୍ତି । ଯେକୌଣସି ବ୍ୟକ୍ତି ଛୁଆକୁ ଦେଖିବା ମାତ୍ରେ କୋଳେଇ ଗେଲ କରିଥାନ୍ତି । ତେବେ ଏହା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି କୁହାଯାଇଛି ।

child

ଉଭୟ ମାଆ ଏବଂ ଛୁଆଙ୍କୁ କ୍ଷତି ପହଞ୍ଚାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଗାଲକୁ ଗେଲ କରିବା ଦ୍ବାରା ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଥାଏ । ଛୋଟ ଛୁଆଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇନଖଥିବା ବେଳେ ଏହି ସମୟରେ ଗାଲକୁ ଗେଲ କଲେ ଉକ୍ତ ଲୋକର ସଂକ୍ରମଣ ଛୁଆଙ୍କୁ ହୋଇଥାଏ । କେତେକ କ୍ଷେତରେ ଏହା ପ୍ରାଣଘାଟି ହୋଇଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏଥିରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଥାନ୍ତି ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗାଲକୁ ଗେଲ କରିବା ଦ୍ବାରା ସଂକ୍ରମଣ ସହିତ ଚର୍ମ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ । ଏହାସହିତ ଓଠ ଏବଂ ଗାଲରେ ଘା ହେବାର ସମ୍ଭାବନା ମଧ୍ୟ ରହିଥାଏ । ସେହିପରି ଓଠକୁ କିସ୍ କରିବା ଦ୍ବାରା ଶ୍ବାସକ୍ରିୟାରେ ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ ରହିଥାଏ । ଯଦି ଶିଶୁକୁ ଚୁମ୍ବନ ଦେବାକୁ ଚାହଁଛନ୍ତି, ଏହା ପୂର୍ବରୁ ପ୍ରଥମେ ପରିଷ୍କାର ପରିଚ୍ଛନ୍ନତା ଜରୁରୀ ଅଟେ । 6 ମାସ ପରେ ଶିଶୁକୁ ଚୁମ୍ବନ ଦେବା ପ୍ରାଣଘାତି ବୋଲି ମନେ କରାଯାଏ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+