ଜାଣନ୍ତୁ ତେଜପତ୍ରର ଔଷଧୀୟ ଗୁଣ ଓ ଏହାର ବ୍ୟବହାର ସମ୍ପର୍କରେ....

ତେଜପତ୍ର ପ୍ରତ୍ୟେକ ଭାରତୀୟ ରୋଷେଇ ମସଲାର ଏକ ଖାସ୍ ମସଲା ଅଟେ । କାହିଁକି ନା ଖାଇବାରେ ତେଜପତ୍ର ତଡକା ଲଗାଇଥାଏ ତାର ବାସ୍ନା ପାଇଁ । ଏହା ଆମ ଶରୀର ପାଇଁ ମଧ୍ୟ ଅନେକ ଉପକାରୀ ହୋଇଥାଏ । ଏହାକୁ ନିୟମିତ ବ୍ୟବହାର କରିବା ଦ୍ବାରା ଆମକୁ ଅନେକ ସମସ୍ୟାରୁ ରକ୍ଷା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ବିଷୟରେ -

ତେଜପତ୍ର ବ୍ୟବହାର କରନ୍ତୁ ପାଇବେ ଏହି ୧୦ଟି ଲାଭ :

teja patra

• ତେଜପତ୍ର ଖାଇବା ଦ୍ବାରା ମଧୁମେହର ସମସ୍ୟାରୁ ଆରାମ ମିଳିଥାଏ ।

• ତେଜପତ୍ରକୁ ନିୟମିତ ସେବନ କରିବା ଦ୍ବାରା ପାଚନ ପକ୍ରିୟା ଠିକ୍ ହୋଇଥାଏ ଏବଂ ପେଟ ସହ ଜଡିତ ସମସ୍ତ ସମସ୍ୟାରୁ ରକ୍ଷା ମିଳିଥାଏ ।

• ରାତିରେ କିଛି ତେଜପତ୍ରର ଡେମ୍ପକୁ ପାଣିରେ ମିଶାଇ ପିଅନ୍ତୁ ଦେଖିବେ ନିଦ ଭଲଭାବେ ହେବ ।

• ତେଜପତ୍ରରର ଲେପ ମୁହଁରେ ଲଗାଇବା ଦ୍ବାରା ରଙ୍ଗ ଫିଟିଥାଏ ଏବଂ ବ୍ରଣରୁ ମଧ୍ୟ ରକ୍ଷା ମିଳିଥାଏ ।

• ଯଦି ଆପଣ କିଡନୀ ଏବଂ କିଡନୀ ଷ୍ଟୋନ୍ ପାଇଁ ଚିନ୍ତାରେ ଅଛନ୍ତି ତେବେ ତେଜପତ୍ରକୁ ପାଣିରେ ଫୁଟାଇକି ପିଅନ୍ତୁ ଦେଖିବେ ଉପସମ ମିଳିବ ।

• ଆପଣଙ୍କର ଦାନ୍ତ ହଳଦୀଆ ପଡି ଯାଇଥିଲେ ତେଜପତ୍ରକୁ ଦାନ୍ତରେ ରଗଡିବା ଦ୍ବାରା ଦାନ୍ତ ଧଳା ହୋଇଥାଏ ।

• ଥଣ୍ଡା ଏବଂ କାଶ ହୋଇଥିଲେ ତେଜପତ୍ର ସେବନା ଦ୍ବାରା ଭଲ ହୋଇଥାଏ ।

• ତେଜପତ୍ର ସେବନ ଦ୍ବାରା ଭୋକ ବଢିଥାଏ ।

• ତେଜପତ୍ର ମାଇଗ୍ରେନ୍ ଏବଂ ମୁଣ୍ଡ ବିନ୍ଧା ସମସ୍ୟାରୁ ଉପସମ ଦେଇଥାଏ ।

• ତେଜପତ୍ର କ୍ୟାନ୍ସର ଭଳି ସାଂଘାତିକ ରୋଗରୁ ରକ୍ଷା କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+