Bank Close: ଜୁଲାଇରେ ୧୩ ଦିନ ବ୍ୟାଙ୍କ ବନ୍ଦ
ଦୁଇ ଦିନ ପରେ ଆରମ୍ଭ ହେବ ଜୁଲାଇ ମାସ । ଜୁନ୍ ଭଳି ଜୁଲାଇରେ ମଧ୍ୟ କିଛିଦିନ ବନ୍ଦ ରହିବ ବ୍ୟାଙ୍କ । ଜୁଲାଇରେ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଆରବିଆଇ ତାଲିକା ମୁତାବକ, ବିଭିନ୍ନ ରାଜ୍ୟରେ ବିଭିନ୍ନ ପର୍ବପର୍ବାଣୀ ଯୋଗୁଁ ବ୍ୟାଙ୍କ ଛୁଟି ରହିବ । ଏହି ୧୩ଟି ଛୁଟି ମଧ୍ୟରୁ ୪ଟି ରବିବାର ଏବଂ ଦ୍ବିତୀୟ-ଚତୁର୍ଥ ରବିବାର ଛଡା ୭ ଦିନ ବ୍ୟାଙ୍କ ବନ୍ଦ ରହିବ ।

ଜୁଲାଇ ବ୍ୟାଙ୍କ ବନ୍ଦ :
ଜୁଲାଇ ୩ : ଅଗରତାଲାରେ ଖର୍ଚ୍ଚି ପୂଜା
ଜୁଲାଇ ୫ : ଶ୍ରୀନଗରରେ ବ୍ୟାଙ୍କ ବନ୍ଦ
ଜୁଲାଇ ୬ : ରବିବାର
ଜୁଲାଇ ୧୨ : ଦ୍ବିତୀୟ ଶନିବାର
ଜୁଲାଇ ୧୩ : ରବିବାର
ଜୁଲାଇ ୧୪ : ଶିଲଂ ବ୍ୟାଙ୍କ ବନ୍ଦ
ଜୁଲାଇ ୧୬ : ଡେରାଡୁନରେ ବ୍ୟାଙ୍କ ବନ୍ଦ
ଜୁଲାଇ ୧୭ : ସିଲଂରେ ବ୍ୟାଙ୍କ ବନ୍ଦ
ଜୁଲାଇ ୧୯ : ଅଗରତାଲାରେ କେର ପୂଜା ପାଇଁ ବ୍ୟାଙ୍କ ବନ୍ଦ
ଜୁଲାଇ ୨୦ : ରବିବାର
ଜୁଲାଇ ୨୬ : ଚତୁର୍ଥ ଶନିବାର
ଜୁଲାଇ ୨୭ : ରବିବାର
ଜୁଲାଇ ୨୮ : ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ
ତେବେ ଏହିସବୁ ଦିନ ବ୍ୟାଙ୍କ ଛୁଟି ସତେ୍ତ୍ୱ ଅନଲାଇନ ଏବଂ ମୋବାଇଲ ଆପ୍ ଜରିଆରେ ବ୍ୟାଙ୍କ ସେବା ଲାଭ ଉଠାଇପାରିବେ । ବିନା କୌଣସି ସମସ୍ୟାରେ ଟଙ୍କା ଦେଣନେଣ କରିପାରିବେ । ଏଟିଏମ ସେବାର ଲାଭ ଉଠାଇପାରିବେ ।












Click it and Unblock the Notifications