Health Tips: ପ୍ରତିଦିନ କଦଳୀ ଖାଇଲେ ଏହି ରୋଗରୁ ମିଳିଥାଏ ମୁକ୍ତି

Health Tips: ପ୍ରତିଦିନ କଦଳୀ ଖାଇବା ଦ୍ୱାରା ପେଟ ଏବଂ ଶରୀର ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତ୍ୟେକ ଦିନ ଗୋଟିଏ କଦଳୀ ଖାଇବା ଉଚିତ୍, ଶରୀରକୁ ଏଥିରୁ ଅନେକ ଲାଭ ପାଇଥାଏ । ଆମ୍ବ ଫଳର ରାଜା ହୋଇପାରେ କିନ୍ତୁ କଦଳୀ ଖାଇବା ଦ୍ୱାରା ମଧ୍ୟ ଅନେକ ଲାଭ ହୋଇଥାଏ । ଉଭୟ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ଏହା ଏକ ଉତ୍ତମ ଫଳ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ଅତି କମରେ ଗୋଟିଏ କଦଳୀ ଖାଇବା ଉଚିତ୍। କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ଏପରିକି ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲ କରିବାରେ ମଧ୍ୟ କଦଳୀ ସାହାଯ୍ୟ କରିଥାଏ । ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ କଦଳୀ ।

Health Tips

କଦଳୀରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ବି 6, ପୋଟାସିୟମ୍, ସୋଡିୟମ୍, ଆଇରନ୍ ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ଥାଏ । କଦଳୀରେ ଅଧିକ କ୍ୟାଲୋରୀ ଥାଏ । ଏହାକୁ ଖାଇବା ଦ୍ୱାରା ଆପଣ ଦିନସାରା ଅତେ ଭୋକ ଲାଗି ନଥାଏ । ଏଥିରେ ପ୍ରୋଟିନ୍, କାର୍ବସ୍, ଫାଇବର, ମ୍ୟାଗ୍ନେସିୟମ୍, ତମ୍ବା ପରି ଅନେକ ପୋଷକ ତତ୍ତ୍ୱ ରହିଛି ।


ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ଖାଇବା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ତେଣୁ, ପ୍ରତିଦିନ 1-2 ଟି କଦଳୀ ଖାଇବା ଉଚିତ୍ । କଦଳୀରେ ପ୍ରଚୁର ପରିମାଣର ଫାଇବର ଥାଏ । କୋଷ୍ଠକାଠିନ୍ୟ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଏହା ଦୂର ହୋଇଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+