ଫିଟ୍ ରହିବା ପାଇଁ ଚାଲୁଛନ୍ତି କି ? ସକାଳେ ନୁହେଁ ଏହି ସମୟରେ ଚାଲନ୍ତୁ

ଏ ହେଉଛି ଦିନର ସବୁଠାରୁ ଗୋଲ୍ଡେନ ଟାଇମ । ଏହି ସମୟରେ ଚାଲିଲେ କମିବ ଓଜନ ଓ କଣ୍ଟ୍ରୋଲ ହେବ ବିିପି । ଖରାପ ଖାଦ୍ୟପେୟ ଓ ଅନିୟନ୍ତ୍ରିତ ଲାଇଫଷ୍ଟାଇଲ ଯୋଗୁଁ ଓଜନ ଧୀରେ ଧୀରେ ବଢ଼ିବାରେ ଲାଗିଛି । ତେଣୁ ଓଜନ କମାଇବା ପାଇଁ ଡାଏଟିଂ ଓ ବ୍ୟାୟାମ ବ୍ୟତୀତ, ସକାଳେ ପାର୍କରେ ବୁଲିବା ଆରମ୍ଭ କରନ୍ତୁ । କିନ୍ତୁ ଭୁଲ ଚାଲିଲେ ଓଜନ କମିବ ନାହିଁ । ଅନେକ ଲୋକ କିଛି ସମୟ ପରେ ଉତ୍ସାହ ହରାଇ ଥାଆନ୍ତି। ତେଣୁ, ୱାକିଂ ବନ୍ଦ କରିଦିଅନ୍ତି ।

walking

ୱାକିଂ ନାମରେ ଅନେକ ଲୋକ ଏକ ବଡ଼ ଭୁଲ କରନ୍ତି । ଆପଣ ଜାଣନ୍ତି ଯେ କେବଳ ଚାଲିବା ଦ୍ଵାରା ଓଜନ ହ୍ରାସ ସମ୍ଭବ? କେବଳ ସେତିକି ନୁହେଁ, ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ଅନେକ ଶାରୀରିକ ସମସ୍ୟାକୁ ମଧ୍ୟ ଦୂରରେ ରଖାଯାଇପାରିବ। କିନ୍ତୁ ଆମ ମଧ୍ୟରୁ ଅନେକ ଏହା ଜାଣନ୍ତି ନାହିଁ, ଓଜନ ହ୍ରାସ କରିବା ପାଇଁ କିପରି ଚାଲିବେ?

ସାମଗ୍ରିକ ଭାବରେ ସୁସ୍ଥ ରହିବା ପାଇଁ ବିଶେଷଜ୍ଞମାନେ ଚାଲିବାକୁ ପରାମର୍ଶ ଦିଅନ୍ତି। ଓଜନ ହ୍ରାସ ଓ ରକ୍ତ ଶର୍କରା ନିୟନ୍ତ୍ରଣ କରିବା ପାଇଁ ଚାଲିବା ସବୁଠାରୁ ଭଲ ଉପାୟ ମଧ୍ୟରୁ ଗୋଟିଏ। ଯେତେବେଳେ ଲୋକମାନେ ଚାଲିବା କଥା ଭାବନ୍ତି, ସେମାନଙ୍କର ମନରେ ମଣ୍ଣିଂ ୱାକ କଥା ଆସେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+