ଖାଇସାରିବା ପରେ ଚା’ ପିଉଛନ୍ତି କି ?ଜାଣନ୍ତୁ ଏହା କେତେ କ୍ଷତିକାରକ...
ଅଧିକାଂଶ ଲୋକଙ୍କର ସକାଳ ଚା' କପ୍ରୁ ଆରମ୍ଭ ହୋଇଥାଏ। ଚା' ପିଇବା ପରେ ସେମାନେ ବିଛଣା ଛାଡ଼ିଥାନ୍ତି। ଆଉ କେତେକ ଲୋକ ଟିଫିନ ଓ ବ୍ରେକଫାଷ୍ଟ କରିବା ପରେ ସଙ୍ଗେ ସଙ୍ଗେ ଚା' ପିଇଥାନ୍ତି। କାହିଁକିନା ପେଟ ପୂରା ଖାଇବା ପରେ ଅଳସୁଆ ଲାଗିବା ସହ ଟିକେ ମଧ୍ୟ ନିଦ ଆସିଥାଏ। ଏଥିପାଇଁ ଟିଫିନ ଓ ବ୍ରେକଫାଷ୍ଟ କରିବା ପରେ ସଙ୍ଗେ ସଙ୍ଗେ ଚା' ପିଇବାକୁ କେତେକ ଲୋକ ପସନ୍ଦ କରିଥାନ୍ତି। ଯଦି ଏହି ଅଭ୍ୟାସ ଥାଏ, ତାହା ହେଲେ ଆପଣ ଶୀରର ପାଇଁ କ୍ଷତିକାରକ ସ୍ୟାବସ୍ତ ହେବ।
ତେବେ ଆସନ୍ତୁ ଜାଣିବା ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଚା' ପିଇଲେ ଆମ ଶରୀରରେ କ'ଣ କ୍ଷତି ହୋଇଥାଏ। ଗବେଷକଙ୍କ ସୂଚନା ଅନୁଯାୟୀ ଖାଦ୍ୟ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଚା' ପିଇଲେ ତାର ସାଇଡିଫେକ୍ଟ ଶରୀର ଉପରେ ସଙ୍ଗେ ସଙ୍ଗେ ପଡ଼ିଥାଏ। କିନ୍ତୁ ଆମେ ଜାଣି ପାରି ନଥାନ୍ତି। ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଚା' ପିଇବା ଦ୍ୱାରା ଆମ ଶରୀର ପ୍ରୋଟିନ ଠିକ୍ ଭାବରେ କାର୍ଯ୍ୟ କରିନଥାଏ ।

ଚା' ପତିରେ ଟାନିକ ଏସିଡ୍ ଥାଏ। ଖାଦ୍ୟରୁ ମିଳୁଥିବା ପ୍ରୋଟିନ, ଆଇରନରେ ଟାନିକ ଏସିଡ୍ ମିଶ୍ରିତ ହେବା ଦ୍ୱାରା ଠିକ୍ ଭାବରେ ଖାଦ୍ୟ ହଜମ ହୋଇ ନଥାଏ। ଫଳରେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇଥାଏ। ଯେପରି ପେଟ ଫୁଲାଇ ଦେବା ସହ ଖାଇବାକୁ ଇଚ୍ଛା ହୋଇ ନଥାଏ। ଡିହାଇଡ୍ରେସନ ଦ୍ୱାରା ମୁଣ୍ଡ ମଧ୍ୟ ବ୍ୟାଥା ହୋଇଥାଏ। ଏଥିପାଇଁ ଡାକ୍ତର ଓ ଗବେଷକଙ୍କ କହିବା ଅନୁସାରେ, ଖାଇବାର ଏକ ଘଣ୍ଟା ପୂର୍ବରୁ ଚାହା ପିଅନ୍ତୁ, ନ ହେଲେ ଖାଇ ସାରିବାର ଏକ ଘଣ୍ଟା ପରେ ଚାହା ପିଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଚା'ରେ କଫିନ୍ ରହିଥାଏ। ଏଥିପାଇଁ ଭୁଲ୍ରେ ରାତିରେ ଖାଦ୍ୟ ଖାଇବା ପରେ ଚାହା ପିଅନ୍ତୁ ନାହିଁ । ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications