କଣ ଆପଣ ଡିପ୍ରେସନରେ ? ସେଥିରୁ ବାହାରିବେ କେମିତି
ଆଜି କାଲି ଦୁନିଆରେ ଡିପ୍ରେସନର ରୋଗ ସବୁଠାରୁ ବଡ ସମସ୍ୟା ଭାବରେ ସାମନାକୁ ଆସିଛି। ଡିପ୍ରେସନରେ ମଣିଷ ଅସ୍ତବ୍ୟସ୍ତ ହୋଇପଡିଥାଏ। ମଣିଷ ଭିତରେ ନକାରାତ୍ମକ ଚିନ୍ତାଧାରା ଆସିଥାଏ। ଏହି ସମସ୍ୟା ଆହୁରି ମଧ୍ୟ ବଢ଼ିଯାଇଥାଏ ଯେତେବେଳେ ମଣିଷ ଏକୁଟିଆ ରହିଥାଏ। ଯଦି ଆପଣ ମଧ୍ୟ ଏକୁଟିଆ ଅଛନ୍ତି ଏବଂ ଆପଣଙ୍କ ଭିତରେ ମଧ୍ୟ ଡିପ୍ରେସନ ବା ଷ୍ଟ୍ରେସର ଲକ୍ଷଣ ନଜର ଆସୁଛି ତେବେ ସତର୍କ ହୋଇଯାନ୍ତୁ। ଏଥିରୁ ନିବ୍ରୁତ୍ତ ରହିବା ପାଇଁ ଆପଣ ନିଜେ ପ୍ରୟାସ କରିବା ଉଚିତ। ଏଥିପାଇଁ ଅନେକ ପ୍ରକାରର ଥେରାପୀ ଏହା ପାଇଁ କରାଯାଏ କିନ୍ତୁ କିଛି ଉପାୟ ଏମିତି ଅଛି ଯାହା ଆପଣ ନିଜେ ପ୍ରୟାସ କରି ଏହା ଠାରୁ ଦୂରେଇ ରହି ପାରିବେ। ଆସନ୍ତୁ ଜାଣିବା ସେହି ୫ଟି ଉପାୟ ଯାହା ଦ୍ବାରା ଆପଣ ଡିପ୍ରେସନରୁ ବାହାରି ପାରିବେ।
ସୁସ୍ଥ ଶରୀରରେ ସୁସ୍ଥ ମସ୍ତିଷ୍କ ରହିଥାଏ ଏହି କଥା ଆପଣ ଅନେକ ଥର ଶୁଣିଥିବେ। ସୁସ୍ଥ ଶରୀର ଉତ୍ତମ ଖାଦ୍ୟପେୟ ଏବହ ପ୍ରତିଦିନ ବ୍ୟାୟାମ କରିବା ଦ୍ବାରା ପ୍ରାପ୍ତ ହୋଇଥାଏ। ଯଦି ଆପଣଙ୍କ ଭିତରେ ଡିପ୍ରେସନର ଲକ୍ଷଣ ଅଛି ତେବେ ଆପଣଙ୍କୁ ସବୁବେଳେ ବ୍ୟାୟାମ କରିବା ଉଚିତ।

ମସ୍ତିଷ୍କ କୌଣସି ପ୍ରକାରର ଏକୁଟିଆ ଅନୁଭବ କଲେ ଏହା ମଣିଷକୁ ଦୁର୍ବଳ କରିଦେଇଥାଏ। ଯଦି ଆପଣଙ୍କ ପାଖରେ କିଛି କଳା ଅଛି ତେବେ ତାହାର ଉପଯୋଗ କରି ମଧ୍ୟ ଆପଣ ଡିପ୍ରେସନରୁ ବାହାରକୁ ଆସିପାରେ। ଲେଖିବା ଦ୍ବାରା ମଧ୍ୟ ଡିପ୍ରେସନରୁ ମୁକ୍ତି ପାଇପାରିବେ।
ଖାଲି ମସ୍ତିଷ୍କରେ ସଇତାନ ଘର କରିଥାଏ, ଏହ ତ ଆପଣ ମାନେ ଶୁଣିଥିବେ। ଏକୁଟିଆପଣ ଦୂର କରିବା ପାଇଁ ଆପଣଙ୍କୁ ବଗିଚା କରିବା ଆବଶ୍ୟକ। ଯେତେବେଳେ ମଧ୍ୟ ଖାଲିଥିବେ ନିଜର ବାଡିରେ ନାନଦି ଫଳଫୁଲ ଗଛ ଲଗାନ୍ତୁ। ଏହା ଦ୍ବାରା ଆପଣ ବ୍ୟସ୍ତ ରହିବା ସହିତ ନୂତନ ଉର୍ଜା ସ୍ରୁଷ୍ଟି ହେବ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....












Click it and Unblock the Notifications